ଆଶିଷ ବରଗଡ: ବୃକ୍ଷ ବନ୍ଧନ ଭଲି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଆଶିଷ ଜ୍ୟୋତିଷ. ଆଶିଷ

. ଆଶିଷ ବରଗଡ: ବୃକ୍ଷ ବନ୍ଧନ ଭଲି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଆଶିଷ ଜ୍ୟୋତିଷ. ଆଶିଷ

ବରଗଡ: ପଦ୍ମପୁର- ରାକ୍ଷୀ କୁ ଶକ୍ତି, ବିଶ୍ୱାସ ଏବଂ ରକ୍ଷା ବିଜୟୀ ପ୍ରତୀକ ଵୋଲି କୁହାଯାଏ । ଏହି ଦିନ ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ଜନ୍ମ ଦିନ ହୋଇ ଥିବାରୁ ଏହି ପର୍ବକୁ ଗହ୍ନା ପର୍ବ ମଧ୍ୟ ଵୋଲି କୁହାଯାଏ ।ବନ୍ଧନ ହେଉଛି ସେହ୍ନେ, ପ୍ରେମ ଏବଂ ପତ୍ରିଜ୍ଞାର ପର୍ବ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ତେଵେ ଏଭଲି ସମୟରେ ସଵୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରାୟାସ ଜାରି ରଖିଛନ୍ତି। ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷର କୁ ରାଖି ବନ୍ଧନ କରି ବୃକ୍ଷର ଦୀର୍ଘାୟୁ କାମନା କଲେ। । ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ପରିବେଶ ରକ୍ଷକ ତଥା ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଆଜି ଏହି ପର୍ବକୁ ବେଶ ଆନନ୍ଦ କାଟିଛନ୍ତି ।

Leave a Reply

Your email address will not be published. Required fields are marked *