ସୁନାବେଡ଼ା :୧୫୵୦୮୵୨୦୨୪ ତାରିଖ ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ୫୦୦ ମିଟର ତ୍ରିରଙ୍ଗା ର ଏକ ବିଶାଳ ତ୍ରିରଙ୍ଗ ରାଲି ଶାନ୍ତି ନଗର ରୁ ସକାଳ ବାହାରି AEF ମାର୍କେଟ, NAC ଛକ, ସୁନାବେଡ଼ା ୧ ବସଷ୍ଟାଣ୍ଡ ହୋଇ ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଯାଉଛି l ସମସ୍ତ ଜନସାଧାରଣ ଓ ଦେଶ ପ୍ରେମୀ ଭାଇ ଓ ଭଉଣୀ ବହୁ ସଂଖ୍ୟାରେ ଯୋଗ ଦେଇ କାଯ୍ୟ କ୍ରମ କୁ ସଫଳ କରିଛନ୍ତି l
ll ଭାରତ ମାତା କି ଜୟ ll