ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋଦି। ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ। ଏଥିପାଇଁ ଦେଶ, ସମାଜ, ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ।ଦେଶର ବିଭିନ୍ନ ମେଡିକାଲ କଲେଜରେ ୭୫ ହଜାର ଆସନ ସୃଷ୍ଟି ହେବ। ଆଗାମୀ ୫ ବର୍ଷ ମଧ୍ୟରେ ମେଡିକାଲ ଆଶାୟୀଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୭୮ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରଖାଯାଇଛି। ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ ହୋଇଛି। ଘରୋଇ ସାଟେଲାଇଟ୍ ଲଞ୍ଚ ହେଉଛି। ଯାହାକି ଅତି ଗର୍ବର ବିଷୟ।
Related Posts
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ ଭୁବନେଶ୍ୱର: ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଳୁକୋଣ୍ଡା ନିକଟରେ ୧ ଟନ କଇଁଛ ଜବତ କଲା ବନ ବିଭାଗ…
ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
ଆଜି ୩ଟି ପର୍ଯ୍ୟାୟରେ ମୋଟ୍ ୨୦ ଗେଟ୍ ଖୋଲିଲ ହୀରାକୁଦ!ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହୋଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି!
ନୂଆ ଶକ୍ତି ଓ ସଂକଳ୍ପ ସହ ଆଗକୁ ବଢ଼ିବୁ: ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର: NDAର ବହୁମତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେ କହିଛନ୍ତି…