ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ସୁଡ଼ଙ୍ଗ ରାସ୍ତା। ଭାରତମାଳା ପ୍ରକଳ୍ପ ଯୋଜନାରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଛି ଜାତୀୟ ରାଜପଥ(ଏନ୍ଏଚ୍)। ଏହି ଏନ୍ଏଚ୍ରେ କୋରାପୁଟ ଜିଲ୍ଲାରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଲମ୍ୱା ଟନେଲ। ଆସନ୍ତବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏ ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି।
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ । ଗଜପତି (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ…
ଜଙ୍ଗଲରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଆର.ଉଦୟଗିରି (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ଅଡ଼ବା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏକ ଦୁର୍ଗମ ଜଙ୍ଗଲରେ ଚଢ଼ଉ କରି 6 କ୍ଵିଣ୍ଟାରୁ ଅଧିକ…
ବିଲେଇବେର୍ଣ୍ଣା “ଅଲେଖ ମହିମା ସଂଘ” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – ୩୦,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜ୍ଜୁଣ୍ଡା ପଞ୍ଚାୟତ ର ବିଲେଇବେର୍ଣ୍ଣା “ଅଲେଖ ମହିମା ସଂଘ” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ…