ବିଜୟ କୁମାର ଦାସ ହେଲେ ଗଜପତିର ନୂତନ ଜିଲ୍ଲାପାଳ

ଗଜପତି (୧୦/୮/୨୦୨୪):ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାସ ଯୋଗଦାନ କରିବେ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ଆଦେଶ ଗଜପତି ଜିଲ୍ଲାପାଳଙ୍କ ମଧ୍ୟ ବଦଳି କରାଯାଇଛି। ଶ୍ରୀ ଦାସ ବର୍ତ୍ତମାନ କଟକ ମହାନଗର ନିଗମର କମିଶନର ଏବଂ କ୍ରମରେ ସିଡିଏର ଉପାଧ୍ଯକ୍ଷ ଭାବେ ଅବସ୍ଥାପିତ ଅଛନ୍ତି। ସେହିପରି ଗଜପତି ଜିଲ୍ଲାପାଳ ଥୂବା ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଛି। ସୂଚନା ଯୋଗ୍ୟ ଯେ, ଶ୍ରୀ ପ୍ରଧାନ ଗତ ୨୦୨୩ ଜୁନ୍ ୨୨ ତାରିଖରେ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇ ଜିଲ୍ଲାର ବହୁ ଉନ୍ନୟନମୂଳକ ଓ ବିକାଶ କାର୍ଯ୍ୟକ୍ରମ କରି ଜିଲ୍ଲାବାସୀଙ୍କ ଠାରେ ସୁପରିଚିତ ଥିଲେ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରପୋଟ ।

(୧୦/୮/୨୦୨୪):ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାସ ଯୋଗଦାନ କରିବେ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ଆଦେଶ ଗଜପତି ଜିଲ୍ଲାପାଳଙ୍କ ମଧ୍ୟ ବଦଳି କରାଯାଇଛି। ଶ୍ରୀ ଦାସ ବର୍ତ୍ତମାନ କଟକ ମହାନଗର ନିଗମର କମିଶନର ଏବଂ କ୍ରମରେ ସିଡିଏର ଉପାଧ୍ଯକ୍ଷ ଭାବେ ଅବସ୍ଥାପିତ ଅଛନ୍ତି। ସେହିପରି ଗଜପତି ଜିଲ୍ଲାପାଳ ଥୂବା ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଛି। ସୂଚନା ଯୋଗ୍ୟ ଯେ, ଶ୍ରୀ ପ୍ରଧାନ ଗତ ୨୦୨୩ ଜୁନ୍ ୨୨ ତାରିଖରେ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇ ଜିଲ୍ଲାର ବହୁ ଉନ୍ନୟନମୂଳକ ଓ ବିକାଶ କାର୍ଯ୍ୟକ୍ରମ କରି ଜିଲ୍ଲାବାସୀଙ୍କ ଠାରେ ସୁପରିଚିତ ଥିଲେ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରପୋଟ ।

Leave a Reply

Your email address will not be published. Required fields are marked *