ବିଶ୍ୱ ଆଦିବାସୀ ଦିବସ ସେମିଲିଗୁଡା ଠାରେ ଅନୁଷ୍ଠିତ l ପାରମ୍ପରିକ ହସ୍ତ୍ର ଶସ୍ତ୍ର ଧରି ଆଦିବାସୀ ପୋଷାକ ପରିଧାନ କରି ବାଦ୍ୟ ଯନ୍ତ୍ର ତାଳେତାଳେ ଢେମସା ନାଚରେ ନାଚି ନାଚି ବ୍ଲକ କାର୍ଯାଳୟ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ BDO ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଗଲା lବିଶ୍ୱ ଆଦିବାସୀ ଦିବସ ସେମିଲିଗୁଡା ଠାରେ ଅନୁଷ୍ଠିତ l ନୂଆଁ ହାଟପଦା ଠାରୁ ପଦଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା l ବିଧାୟକ ଦଳ ନେତା ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଉପସ୍ଥିତ ରହି ନିଜକୁ ସାମିଲ କରିଛନ୍ତି ଆଦିବାସୀ ସମାଜ ସମ୍ପ୍ରଦାୟର ହୋଇଥିବାରୁ l ଏହି ଆଦିବାସୀ ଦିବସରେ ସମସ୍ତ ଆଦିବାସୀ ସମାଜ ସାମିଲ ହୋଇଛନ୍ତି l
Related Posts
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ…
୬୧ ବର୍ଷ ପରେ ଭୋଟ ଦେଲେ
୬୧ ବର୍ଷ ପରେ ଭୋଟ ଦେଲେ ତିଟ୍ଟତୀୟଆର,ଉଦୟଗିରି- ମନୋଜ କୁମାର ପାଢୀ)- ଶରଣାର୍ଥୀ ରହିବେ ନା ଭାରତୀୟ ନାଗରିକ ହେବେ । ଏହି ଦ୍ବନ୍ଦ୍ବରେ ରହିଥିବା ତିଦ୍ଧତୀୟ…
ଜଣେ ଗିରଫ, ପାରଳା ପୋଲିସ ଦ୍ୱାରା ୧୧୮ ପେଟି ବିଦେଶୀମଦ ଜବତ
ଜଣେ ଗିରଫ, ପାରଳା ପୋଲିସ ଦ୍ୱାରା ୧୧୮ ପେଟି ବିଦେଶୀମଦ ଜବତ ଗଜପତି -: ୧୬/୫/୨୦୨୪):ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ଅଭିମୁଖେ…