ସାର୍ଟିଫିକେଟ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୋଷ୍ଟାଲ ଇନ୍ସପେକ୍ଟର ବାବୁ। ମାତ୍ର ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲା ସିବିଆଇ । ସିବିଆଇ ଜାଲରେ ଧରା ପଡ଼ିଥିବା ପୋଷ୍ଟାଲ ଇନ୍ସପେକ୍ଟରଜଣକ ହେଲେ ମୟୂରଭଞ୍ଜ ଦଳାର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି ।
Related Posts
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ
ଚାଲାଣ ବେଳେ ୧ ଟନ କଇଁଛ ଜବତ, ୨ ଗିରଫ ଭୁବନେଶ୍ୱର: ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଳୁକୋଣ୍ଡା ନିକଟରେ ୧ ଟନ କଇଁଛ ଜବତ କଲା ବନ ବିଭାଗ…
‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପାଇଲେ ୩୫ ଲକ୍ଷରୁ ଅଧିକ ମହିଳା
‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପାଇଲେ ୩୫ ଲକ୍ଷରୁ ଅଧିକ ମହିଳା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
ବାତ୍ୟା ବିପଦ ଯୋଗୁଁ ପରୀକ୍ଷା ସ୍ଥଗିତ।
ବାତ୍ୟା ବିପଦ ଯୋଗୁଁ ପରୀକ୍ଷା ସ୍ଥଗିତ। ଭୁବନେଶ୍ଵର :୨୩ ଓ ୨୫ ଅକ୍ଟୋବରରେ ହେବାକୁ ଦୁଇଟି ପରୀକ୍ଷା କି ସ୍ଥଗିତ ରଖିଲା ବୋର୍ଡ। ଏନ୍ଆର୍ଟିଏସ୍ ଓ ପ୍ରାଇମେରୀ…