ସତ୍ଯ ନଗର ବିକାଶ ପରିଷଦ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। ସେମିଳିଗୁଡାର ସତ୍ଯ ନଗରସ୍ଥିିତ ସତ୍ଯ ନଗର ବିକାଶ ପରିଷଦ ତରଫରୁ ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସତ୍ଯ ନଗରରେ ବୃକ୍ଷରୋପଣ କରାଯାଇଥିଲା।ସେମିଳିଗୁଡା ବନ ବିଭାଗରୁ ଅଣାଯାଇଥିବା ଅଁଳା,କୃଷ୍ଣଚୂଡା ,ବାହାଡା, ବାଦାମ,ପବନପ୍ୟାରୀ,କରଂଜ,କୁଂକୁମ, ପ୍ରଭୃତି ଗଛର ଚାରା ଲଗାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୫ଟି ଗଛ ଲଗାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ନୀଳମାଧବ ପାତ୍ର,ଗଣେଶ୍ଵର ପାଣିଗ୍ରାହୀ,ମହିଳାଶାଖା ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ର, ରତ୍ନାକର ନନ୍ଦ, ଦିଲିିପ ବାଡତ୍ୟା ,ଅନିରୁଦ୍ଧ ଜେନା ପ୍ରମୁଖ ମୂଖ୍ଯ ଭୂମିକା ଗ୍ରହଣ କରିଥିଲେ।ମନୋଜ ପାଣିଗ୍ରାହୀ,ରତ୍ନାକର ଚୌଧୁରୀ,ନୀଳକଣ୍ଠ ଧୀବର, ଟୁକୁନା ସାହୁ,ନୀଳମାଧବ ଦାସ,ମନୋରଞ୍ଜନ ବେହେରା,ସ୍ବରାଜ ରାୟ,ପ୍ରମୋଦ ମହାଲିକ ପ୍ରଭୃତି ସହଯୋଗ କରିଥିଲେ।ଦ୍ବିତୀୟ ପର୍ଯ୍ଯାୟରେ ଆଉ ୧୦୦ ବୃକ୍ଷରୋପଣ ପାଇଁ ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି।ସତ୍ଯ ନଗର ଅଂଚଳ ସହ ସମଗ୍ର ସେମିଳିଗୁଡାକୁ ସବୁଜ ସୁନ୍ଦର କରିବାପାଇଁ ପରିଷଦ ଲକ୍ଷ୍ଯ ରଖିଛି।,ସତ୍ଯ ସାଇ ସେବା ସଂଗଠନ ସହଯୋଗ କରିଥିଲେ।
Related Posts
ଗଜପତି ଜିଲାର 2024 ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା
ଗଜପତି ଜିଲାର 2024 ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା ଗଜପତି-:ତା 16/6/24, ସାରା ଓଡିଶାରେ ବିଧାନସଭା ଓ ସାଂସଦ ନିର୍ବାଚନ ସରି ଫଳାଫଳ ଘୋଷଣା ସରିଛି. ଏହି…
ଗଜପତି ଜିଲ୍ଲାରେ ବସବାସ କରୁଥିବା ଅନୁପ୍ରବେଶ କାରୀ ମାନଙ୍କୁ ଜିଲ୍ଲାରୁ ବିତାଡିତ କରିବା ପାଇଁ ଭିଏଚପି: ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ।
ବାଂଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ ଓ ଅତ୍ୟାଚାର ତଥା ଗଜପତି ଜିଲ୍ଲାରେ ବସବାସ କରୁଥିବା ଅନୁପ୍ରବେଶ କାରୀ ମାନଙ୍କୁ ଜିଲ୍ଲାରୁ ବିତାଡିତ କରିବା ପାଇଁ ଭିଏଚପି: ଓ ବଜରଙ୍ଗ…
ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ
*ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ* ନୂଆପଡା (ଓମ୍ ପ୍ରକାଶ ଚୌଧୁରୀ)ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଦାଦନ ଶ୍ରମିକ ଭଗତ ମାଝୀ (୨୭) ଙ୍କର…