ଓଡିଶା ବଜେଟ ଉପସ୍ଥାପିତ
ଭୁବନେଶ୍ୱର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।୬ ଲକ୍ଷ ୬୫, ୦୦୦ କୋଟି ଟଙ୍କାର ବଜେଟରେ ଗରିବ ମହିଳା ଯୁବବର୍ଗ ଓ ଅନ୍ନଦାତାଙ୍କୁ ଦିଆଯାଇଛି ସର୍ବାଧିକ ଗୁରୁତ୍ବ ।ସିଏମ୍ କିଷାନ ହେଲା କାଳିଆ ଯୋଜନାର ନୁଆ ନାମ।ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ପୁରୀ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୧୦, ୦୦୦ କୋଟି, ସଂରୁଦ୍ଧ କୃଷକ ଯୋଜନା ପାଇଁ ୫, ୦୦୦ କୋଟି, ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଓ ଓଡିଆ ଅସ୍ମିତା ୨୦୦ କୋଟି ଟଙ୍କା ଘୋଷଣା କରାଯାଇଛି।BSKY ଜାଗାରେ ଗୋପବନ୍ଧୁ ଯୋଜନାବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାରରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ।