କାଲିମେଳା: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ୩ଦିନ ହେଲା ଜାତୀୟ୍ର ରାଜପଥ ବନ୍ଦ ରହିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ତେବେ ପ୍ରବଳ ବର୍ଷାରେ ଆଜି ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ୪ଖଣ୍ଡ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।
Related Posts
ଦୁଇ ଯୁବ ଗୋଷ୍ଠୀ କଳହ ଉଗ୍ର ରୂପରେ ଜଣକୁ ଛୁରୀ ଭୁସି ହତ୍ୟା,ଆଉ ଜଣଙ୍କର ଗୁରୁତର ଅବସ୍ଥା
ଦୁଇ ଯୁବ ଗୋଷ୍ଠୀ କଳହ ଉଗ୍ର ରୂପରେ ଜଣକୁ ଛୁରୀ ଭୁସି ହତ୍ୟା,ଆଉ ଜଣଙ୍କର ଗୁରୁତର ଅବସ୍ଥା …. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି…
ସରକାର ଙ୍କ ଜବର ଦଖଲ ଉଛେଦ ପକ୍ରିୟା ବିରୋଧ ରେ ଜି. ଉଦୟଗିରି ବିଧାୟକ ଙ୍କ ସହ ଆଲୋଚନା..
ସରକାର ଙ୍କ ଜବର ଦଖଲ ଉଛେଦ ପକ୍ରିୟା ବିରୋଧ ରେ ଜି. ଉଦୟଗିରି ବିଧାୟକ ଙ୍କ ସହ ଆଲୋଚନା.. କନ୍ଧମାଳ -16/07(ରିପୋର୍ଟ କୁନା ଦିଗାଲ )ରାଜ୍ୟ ସରକାରଙ୍କ…
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ…
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ… ଶଙ୍କରାଖୋଲ :- (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ…