ନିଜକୁ ଲେବର ଅଫିସରର ପରିଚୟ ଦେଉଥିଲେ। ଆଉ ଲେବର କାର୍ଡ କରାଇ ଦେବାକୁ କହି କାହାଠାରୁ ୧୦୦୦ ଟଙ୍କା ତ ଆଉ କାହାପାଖାରୁ ୨୦୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ପରବର୍ତ୍ତୀ ସମୟରେ ଲୋକଙ୍କୁ ନକଲି ଲେବର କାର୍ଡ ଦେଉଥିଲେ। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରେ ଘଟିଛି।
Related Posts
ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବତନ୍ତ ଗ୍ରାମ ସଭା ଛେଳାଗଡ ପଞ୍ଚାୟତ
ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବତନ୍ତ ଗ୍ରାମ ସଭା ଛେଳାଗଡ ପଞ୍ଚାୟତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବୁଧବାର ଗନ୍ଧୀଜୟନ୍ତୀ ଅବସରରେ ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ…
ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି।
ଭୁବନେଶ୍ବର: ରାଷ୍ଟ୍ରପତି ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ଦେଶର ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪…
ଭାରତରେ ଏଥି ପାଇଁ ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ?
ଭାରତରେ ଏଥି ପାଇଁ ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ, ଏହି କାମ ପାଇଁ ବ୍ୟବହୃତ ହେଉଥିଲା ମୁଦ୍ରା ଦିଲ୍ଲୀ : ଭାରତୀୟ ବଜାରରେ ୫…