ବନ ବିଭାଗ ସହାୟତାରେ ପୁଲିସ୍ ରାତି ୧୨ଟାରେ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ଗୁଗୁଲ ମ୍ୟାପ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସପ୍ତଶଯ୍ୟାରେ ବାଟବଣା କରିଦେଲା ଗୁଗୁଲ୍ ମ୍ୟାପ୍। ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଘୂରି ବୁଲିଲେ ୫ ସାଙ୍ଗ। ସକାଳ ଯାଇ ଦିନ ଗଲା। ତା’ପରେ ରାତି ଆସିଲା। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ଶେଷରେ ଢେଙ୍କାନାଳ ପୁଲିସ୍ର ସହାୟତା ମାଗିଲେ।
Related Posts
ଗୁରୁ ହିଁ ସକଳ କାର୍ଯ୍ୟ ସାଧନର ମୂଳପିଣ୍ଡ
ଗୁରୁ ହିଁ ସକଳ କାର୍ଯ୍ୟ ସାଧନର ମୂଳପିଣ୍ଡ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ତା -05/09/2024 ରିଖ ଗୁରୁବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ପବିତ୍ର…
୩% ବଢ଼ିଲା ମହଙ୍ଗା ଭତ୍ତା
୩% ବଢ଼ିଲା ମହଙ୍ଗା ଭତ୍ତା ଭୁବନେଶ୍ୱର: ଆଜି ୩% ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ମହଙ୍ଗା ଭତ୍ତା ମୂଳ ଦରମାର ୫୦%ରୁ ୫୩%କୁ ବୃଦ୍ଧି କରାଯାଇଛି।ଜୁଲାଇ ପହିଲାରୁ…
ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ…