ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା।ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି। ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ସର୍ଭେଲାନ୍ସ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ସାହୁ।୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ ଦିଆଯିବ। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ।ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ।
Related Posts
ପ୍ରଧାନମନ୍ତ୍ରୀଙ୍କ ସହ ଶପଥ ନେଲେ ଟିମ୍ କ୍ୟାବିନେଟକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଏସ୍. ଜୟଶଙ୍କରକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟରମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ
ପ୍ରଧାନମନ୍ତ୍ରୀଙ୍କ ସହ ଶପଥ ନେଲେ ଟିମ୍ କ୍ୟାବିନେଟକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଏସ୍. ଜୟଶଙ୍କରକ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍ ଖଟ୍ଟରମନ୍ତ୍ରୀମାନଙ୍କୁ ଶପଥ…
ଭାରତର ୧ନଂ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଦମଦାର ବିଜୟ
ନୂଆଦିଲ୍ଲୀ:ସ୍ୱାଧୀନ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭାରତର ୧ନଂ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଦମଦାର ବିଜୟ ହାସଲ କରିଛନ୍ତି। ସେ ହରିୟାଣାର ହିସ୍ରା…
ବିଶାଖାପାଟଣା ଡିଆରଏମ: ଙ୍କ ଅମୃତ ଭାରତ ଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ : ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ :- ଡିଆରଏମ: ।
-ବିଶାଖାପାଟଣା ଡିଆରଏମ: ଙ୍କ ଅମୃତ ଭାରତ ଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ : ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ…