ପହିଲି ରଜ ପର୍ବ ପାଳିତପାଟଣାଗଡ( ରୁପେନ୍ଦ୍ର ମୁଣ୍ଡା ) – ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓ ପଞ୍ଚାୟତ ମହୁରୁଣ୍ଡି ବହଳ ଗଛ ନିକଟ ସାହାଣୀ ପଡ଼ାରେ କୁନି କୁନି ଝିଅ ଓ ଯୁବତୀ ମାନଙ୍କ ଦ୍ୱାରା ପହିଲି ରଜ ପର୍ବ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ହର୍ସ ଉଲ୍ଲାସର ସହିତ ସାମିଲ ହୋଇଥିଲେ ।
Related Posts
Two scientists were awarded the Nobel Prize in physiology or medicine for discovering MICRORNAs.
On Monday, two scientists were awarded the Nobel Prize in physiology or medicine for discovering microRNAs, which are tiny bits…
ସିଲିଣ୍ଡର ଫାଟିଲା ୩ ଗୁରୁତର
ରାୟଗଡ଼ା: ରୋଷେଇ ବେଳେ ଫାଟିଲା ସିଲିଣ୍ଡର; ୩ ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ଜଣଙ୍କୁ ବିଶାଖାପାଟଣା ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ଭୋରରୁ ରୋଷେଇ ବେଳେ ଅଘଟଣ…
ପାରା ଅଲିମ୍ପିକ୍ସରେ ଦେଶକୁ ଜୁଡୋରେ ପଦକ ଭେଟି ଦେଇଛନ୍ତି।
ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। ହେଲେ କପିଲ ଏହି ଧାରାକୁ ବଦଳାଇଛନ୍ତି।ଇତିହାସ ରଚିଛନ୍ତି ଭାରତର…