ପୋଖରୀ କୁ ପ୍ରଦୂଷଣମୁକ୍ତ ରଖିବାପାଇଁ
ଆଇନ ଛାତ୍ର ଆଶିଷ ଜ୍ୟୋତିଷ ପ୍ରୟାସ
ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ: ମାଟିରେ ମିଳାଉ ନ ଥୁବ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ବସ୍ତୁ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ବାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ବାସ ପ୍ରଶ୍ବାସ ନେଇପାରୁନାହିଁ। ଫଳରେ ଲୋକେ ବିଭିନ୍ନ ଦୁରାରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଉଦ୍ୟମ କରି ଚାଲିଛନ୍ତି। ସେ ଆଇନ ପାଢ ପଢୁଛନ୍ତି।ବି ସେଥ୍ରୁ ପ୍ରତ୍ୟହ କିଛି ପ୍ରତି ରବିବାର ସମୟ କାଢି ମନ୍ଦିର, ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନରୁ ପ୍ଲାଷ୍ଟିକ ଗୋଟାଇ ଏକତ୍ରିତ କରନ୍ତି । ଏତଦ୍ବ୍ୟତୀତ ଖୋଲାସ୍ଥାନ ଓ ନଦୀବନ୍ଧମାନଙ୍କରେ ନିଜର ସ୍ବଳ୍ପ କିଛି ଟଙ୍କା ଖର୍ଚ୍ଚକରି ଚାରାରୋପଣ କରନ୍ତି । ଅନ୍ୟପଟେ ମନ୍ଦିର ଯିବା ସମୟରେ ପଲିଥିନ ବଦଳରେ କାଠ ଚାଙ୍ଗୁଡି ବ୍ୟବହାର ।
ପଲିଥିନ୍ ସଫା କରୁଛନ୍ତି। ଆଶିଷ ଜ୍ୟୋତିଷ ପଡିଥିବା ପ୍ଲାଷ୍ଟିକ ଓ ପରିବା ଓ ରାଶନ ସାମଗ୍ରୀ କିଣିଲା ବେଳେ କପଡା ବ୍ୟାଗ ବ୍ୟବହାର କରିବା ଓ ବ୍ୟବସାୟୀ ଭାଇମାନଙ୍କୁ କାଗଜ ଠୁଙ୍ଗାରେ ଜିନିଷ ପ୍ରବର୍ତ୍ତାଇବା, ଘରୁ ଦେବା ପାଇଁ ବାହା ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି। ଉକ୍ତ କାର୍ଯ୍ୟ ପାଇଁ ସେ କାହାର ସହାୟତା ଉପରେ ନିର୍ଭର କରନ୍ତି ନାହିଁ ।
ସମ୍ପର୍କରେ ପଚାରିବାରେ, ନିଜର ଆଶିଷ ପରିବାର । ବାଦ ସମାଜର ମଙ୍ଗଳ ପାଇଁ ପ୍ରତିପୋଷଣ ବାଦ ସମାଜ ର ଦୈନିକ କିଛି ନା କିଛି କାମ କରିବେ ବୋଲି ଶପଥ ନେଇଛନ୍ତି । ଅନ୍ୟମାନଙ୍କୁ ସାଥ୍ରେ ନେଉନାହାନ୍ତି ପଚାରିବାରେ ସେ କୁହନ୍ତି, କର୍ମମୟ ର ବ୍ୟସ୍ତ ରହୁଥିବା ମଣିଷ ଜୀବନ ମଧ୍ୟରେ ଅନ୍ୟର। ଟିକେ ସମୟ କାଢ଼ିବାକୁ ମନ ବଳାଉ ନାହାନ୍ତି । ତେଣୁ କାହାକୁ ଉକ୍ତ କାମ କରିବାକୁ ଡାକିଲେ ବିଭିନ୍ନ ଆଲ ଦେଖାଇ ଆସନ୍ତି ନାହିଁ । ତେଣୁ ସେ କର୍ତ୍ତବ୍ୟ ଓ କ୍ଷମତା ପରିସର ଭିତରେ ଯେତିକି ପାରିବେ ପରିବେଶ ସୁରକ୍ଷା ପାଇଁ ସେତିକି କାମକରିବେ ବୋଲି କହିଛନ୍ତି । ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଉଚିତ ବ୍ୟକ୍ତି ମାନେ ସାମାଜିକ ଶୁଭେଚ୍ଛା ଜଣାଇଛନ୍ତି।