ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ।

ବୌଦ୍ଧ ପୁଲିସକୁ ମିଳିଛି ବଡ଼ ସଫଳତା। ଏନକାଉଣ୍ଟର କିଛି ଦିନ ପରେ ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କେକେବିଏନ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ଥିଲେ। ହେଲେ ନକ୍ସଲ ସଂଗଠନରେ ଦିଆଯାଉଥିବା ନିର୍ଯାତନାକୁ ସହି ନ ପାରି ସେମାନେ ସମାଜ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *