ଭୁସୁଡିଲା ପୁରୀ ରେଳ ଷ୍ଟେସନ୍ ରେ ନିର୍ମାଣାଧୀନ ଛାତ।

ପୁରୀ ଷ୍ଟେସନ୍ ରେ ଭୁସୁଡ଼ିଲା ନିର୍ମାଣାଧୀନ ଛାତ, ଏକାଧିକ ଶ୍ରମିକ ଆହତପୁରୀ: ଭୁସୁଡିଲା ପୁରୀ ରେଳ ଷ୍ଟେସନ୍ ରେ ନିର୍ମାଣାଧୀନ ଛାତ।ସୁପରଭାଇଜର ସମେତ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଆଉ କିଛି ଶ୍ରମିକ ଫସିରହିଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ବିଶ୍ବସ୍ତରୀୟ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଘଟିଛି ଏହି ଘଟଣା।

Leave a Reply

Your email address will not be published. Required fields are marked *