ଭୁବନେଶ୍ଵର; ଡିସିପି କହିଛନ୍ତି ଯେ ଦେହରେ ଟାଟୁ କଲେ ଓଡିଶା ପୁଲିସର ସମ୍ମାନ ହାନି ହେଉଛି। ଯଦି କେହି ଟାଟୁ ନ ଲିଭାନ୍ତି, ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦେଶନାମା ଜାରି କରିଛି ।ଏଣିକି ଆଉ ଦେହରେ ଟାଟୁ କରିପାରିବେନି ପୁଲିସ ଅଧିକାରୀ। ଟାଟୁ କରିଥିବା ପୁଲିସ କର୍ମଚାରୀଙ୍କୁ କଡା ନିର୍ଦେଶ ରହିଛି । ଦେହରେ ଟାଟୁ ଥିଲେ ୧୫ଦିନ ମଧ୍ୟରେ ତୁରନ୍ତ ଲିଭାଇବାକୁ ନିର୍ଦେଶ ରହିଛି। ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦେଶ ରହିଛି ।
Related Posts
ଆଦିତ୍ୟଆଲୁମିନା ରିଫାଇନେରୀ କୁ ସ୍ବାଗତ କରି କଂସାରିଗୁଡ ଅଞ୍ଚଳବାସୀ ପାଇଲେ କୋଣ?
ଆଦିତ୍ୟଆଲୁମିନା ରିଫାଇନେରୀ କୁ ସ୍ବାଗତ କରି କଂସାରିଗୁଡ ଅଞ୍ଚଳବାସୀ ପାଇଲେ କୋଣ? ୧୯/୧୧/୨୪ (ପ୍ରଫୁଲ୍ଲ କୁମାର ବେହେରା)ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା କଂସାରିଗୁଡା ଆଦିତ୍ୟ…
ରହିଛି ମୋବାଇଲ ଟାୱାର ହେଲେ ୧ ବର୍ଷ ହେଲା କରୁନି କାମ
ରହିଛି ମୋବାଇଲ ଟାୱାର ହେଲେ ୧ ବର୍ଷ ହେଲା କରୁନି କାମ ଗଜପତି (୧୭/୫/୨୦୨୪/:ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମରେ ମୋବାଇଲ ଟାୱାର ରହିଛି.…
ରାଇକିଆ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ୨୩୨ ଜଣଙ୍କୁ ମିଳିଲା ଜଙ୍ଗଲ ଜମି ପଟ୍ଟା
ରାଇକିଆ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ୨୩୨ ଜଣଙ୍କୁ ମିଳିଲା ଜଙ୍ଗଲ ଜମି ପଟ୍ଟା… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ…