ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ଓଡ଼ିଶାର ୨ ସହରର ତାପମାତ୍ରା ଭୁବନେଶ୍ୱର: ସାରା ଓଡ଼ିଶାରେ ବୃଦ୍ଧି ପାଉଛି ଗରମ ଓ ଗୁଳୁଗୁଳି।ଆଜି ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରହିଛି ଓଡ଼ିଶାର ୨ ସହରର ତାପମାତ୍ରା।ଝାରସୁଗୁଡ଼ା ୪୦.୨,ସମ୍ବଲପୁର ୪୦ ଡିଗ୍ରୀ, ରାଉରକେଲା ୩୯.୪, ହୀରାକୁଦ ୩୯ ଡିଗ୍ରୀ,କେନ୍ଦୁଝର ୩୭.୬ ଓ ଚାନ୍ଦବାଲି ୩୭ ଡିଗ୍ରୀ ରେକର୍ଡ କରାଯାଇଛି।ରାଜଧାନୀ ଭୁବନେଶ୍ବରରେ ତାତି ୩୭ ଡିଗ୍ରୀ ରେକର୍ଡ କରାଯାଇଛି।ଆସନ୍ତା ୩ ଦିନ ରାଜ୍ୟର ବହୁ ସ୍ଥାନରେ ଅସମ୍ଭାଳ ତାତି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Related Posts

ପ୍ରୟାଗରାଜ ମହାକୁମ୍ଭରେ ସାତ ଥର ବୁଡ଼ ପକାଇଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ପ୍ରୟାଗରାଜ ମହାକୁମ୍ଭରେ ସାତ ଥର ବୁଡ଼ ପକାଇଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭୁବନେଶ୍ୱର: ପବିତ୍ର ତ୍ରିବେଣୀ ସଙ୍ଗମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବୁଡ଼…

ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଲାଗି ଆବେଦନ ପ୍ରକ୍ରିୟା
ଓଡ଼ିଶା ମାଟିର ସଫଳ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ ଲୋକଲୋଚନକୁ ଆଣିବାର ଏହି ପରମ୍ପରାକୁ ବଜାୟ ରଖି ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ର ଅଷ୍ଟମ ସଂସ୍କରଣ ଘୋଷଣା କରାଯାଇଛି।…

କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ..
କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ… .କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ…