ଗଜପତି ରୁ “ସୁକର୍ମ ସଂମାନରେ ସଂମାନିତ ହେଲେ ଯୁବ ସମାଜ ସେବୀଆହ୍ୱାନ ନାୟକ

ଗଜପତି ରୁ “ସୁକର୍ମ ସଂମାନରେ ସଂମାନିତ ହେଲେ ଯୁବ ସମାଜ ସେବୀଆହ୍ୱାନ ନାୟକ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ପ୍ରେମ ନିରଞ୍ଜନ ସେବା ଫାଉଣ୍ଡେସନ ତୋରଫରୁ ଭୁବନେଶ୍ୱର ଠାରେ “ସୁକର୍ମ ସେବା ସଂମାନ” ସମାରୋହ ଅନୁଷ୍ଠିତ କରାଯାଇଥିଲା l ଏଥିରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ପ୍ରମୁଖ ସମାଜ ସେବୀ ମାନଙ୍କୁ ଚୟନ କରାଯାଇ ସୁକର୍ମ ସେବା ସଂମାନରେ ସଂମାନିତ କରାଯାଇଥିଲା l ସେହିପରି ଗଜପତି ଜିଲ୍ଲା ରୁ ଆହ୍ୱାନ ନାୟକ ନାମକ ଜଣେ ଯୁବ ସମାଜ ସେବୀଙ୍କୁ ସଂମାନିତ କରାଯାଇଥିଲା ଯାହାକି ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *