ଯୁବ ଆଇନ ଛାତ୍ର ଗୋଷ୍ଠୀ ଲଖମରା ଠାରୁ ନୂତନ ବ୍ରିଜ ରୁ ଦେଵଦରା ରାସ୍ତା ପାଇଁ ଉପ ଜିଲ୍ଲାପାଳ ର ଦ୍ଵାରସ୍ଥ
ଵରଗଡ ଜିଲ୍ଲା ର ପଦ୍ମପୁର ବ୍ଲକର ଅନ୍ତର୍ଗତ ଲଖମରା ନୂତନ ବ୍ରିଜ ଠାରୁ 3 କିମି ରାସ୍ତା ହେବ ଦେଵଦରା ଶୈବପୀଠ ଅଛି । ହେଲେ ଭଲ ରାସ୍ତାଟିଏ ନାହିଁ। ସେଇଥି ପାଇଁ ଯୁଵ ଆଇନ ଛାତ୍ର ଗୋଷ୍ଠୀ ଅତି ରିକ୍ତ ଜିଲ୍ଲା ପାଲ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନିବେଦନ କରୁଅଛିନ୍ତିସ ଯେ ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇପଡିରହିଛି। ପର୍ଯ୍ୟଟକ ମାନେ ଏହି ଗୋଟିଏ ମୁଖ୍ୟରାସ୍ତା ଉପରେ ଯିବାକୁ ହେଲେ ଏହି ରାସ୍ତାରେ ଗୋଟିଏ ମୁଖ୍ୟ ରାସ୍ତା। ।ପ୍ରତେକ ଦିନ ବହୁତ ଲୋକମାନେ ଓ ଗାଡି ଗୁଡା ଜାତୟତ କରନ୍ତି । ଶ୍ରାଵଣ ମାସରେ ଭକ୍ତ ମାନେ, ଶିବରାତ୍ରି ବହୁତ ଲୋକ ଭିଡ଼ହୋଇଥାନ୍ତି । ବର୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରତେକ ପିଚୁ ପକ୍କା ରାସ୍ତାରେ ସଂଯୋଗ କରାଯାଇଛି; ରାସ୍ତା ପ୍ରତି କର୍ତୁପକ୍ଷଙ୍କର ଦୃଷ୍ଟି ଏଯାବତ ପଡିନାହିଁ. ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ତେଣୁ କରି ତଥା ଜଣେ ସମାଜସେବୀ ଆଶିଷ ଜ୍ୟୋତିଷ, ଆଇନ ଛାତ୍ର ଗୋଷ୍ଠୀ କ୍ଷେତ୍ର ଘନ କୂମ୍ୱର ,ନିରୋଜ କୂମ୍ୱର, ପ୍ରେମ ରାଜ ଭୋଇ, ସଞ୍ଜିବ ଵାଗ!
