ଖାଇକୁ ଖସିଲା ବସ୍‌; ୧୫ ଆହତ

ଖାଇକୁ ଖସିଲା ବସ୍‌; ୧୫ ଆହତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ରାସ୍ତାକଡ଼ ଖାଇକୁ ଖସିଲା ବସ୍‌। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା।ଝରାଡ଼ି ଗାଁ ନିକଟ କୁମ୍ଭାରୀମୁଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି।ଆହତଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।ଡ୍ରାଇଭରକୁ ଅଟକ ରଖିଛି ପୋଲିସ୍।

Leave a Reply

Your email address will not be published. Required fields are marked *