*ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ* – ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତଦ୍ବ ବିଧାନ ରେ ଆୟୋଜିତ ହୋଇଇଥିଲା ବେଳେ ସର୍ବାଣି ଦ|ଶ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି , ପୁରୀ Dipro ସନ୍ତୋଷ ସେଠି,, ଶଙ୍କର ପରିଡା ଏକ୍ସ ବିଧାୟକ ଜୟନ୍ତ ସରଙ୍ଗୀ, ମହାରାଷ୍ଟ୍ର ରୁ ଉଜାୱାଲା ଆଵାୱାର,ଫିଲ୍ମ ମାକେର ସଞ୍ଜୟ ନାୟକ, ଆଦି ମାତା କଳ୍ପନା, ଶିକ୍ୟବିତ୍ତ ଷଷଧର ପଣ୍ଡା, ପ୍ରଦୀପ ଚୌଧୁରୀ ସମାଜସେବୀ ପାର୍ଥ ରାଉତ ଯୋଗ ଦେଇଥିଲେ,ରାଜ୍ୟ ର ବିଭିନ୍ନ ପ୍ରତିଭା ମାନ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଟ୍ରଫି ଉତ୍ତରୀଏ ଗିଫ୍ଟ ଦେଇ ସମ୍ମାନନୀତ କରାଯଇଥହିଲା | ପ୍ରଗତି ପଥରେ ଭାରତ ଉପରେ ଆଲୋଚନା ହୋଇଥିଲା | ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |
Related Posts

ଓଡ଼ିଶାର ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ
ଓଡ଼ିଶାର ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଭୁବନେଶ୍ୱର:(। ଅଭିଷେକ ମହାନ୍ତି) ଓଡ଼ିଶାର ବିଧାୟକ ଭାବେ ବିଧାନସଭାରେ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି…

ଶବରପଲ୍ଲୀ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ।
ଶବରପଲ୍ଲୀ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି । ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶବରପଲି ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ…

ରାଜ୍ୟ ଯୁବ ବିଜ୍ଞାନ ମେଳା -୨୦୨୪କନିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ
ରାଜ୍ୟ ଯୁବ ବିଜ୍ଞାନ ମେଳା -୨୦୨୪କନିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷ୍ମାନ ରାୟଗଡା : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ହୋଇଯାଇଛି…