ଗଞ୍ଜାମ:ପୋଲସରା ଥାନା ଅର୍ନ୍ତଗତ ମଥୁରା ଗ୍ରାମର ବଳପୂର୍ବକ ଶରତ ନାୟକ ଙ୍କ ଘରେ ପଶି ଭଙ୍ଗାରୁଜା ସହ ଶରତ ଙ୍କ ସ୍ତ୍ରୀ ଗୀତାଞ୍ଜଳି କୁ ମାଡ଼ ମାରିବା ସହ ଟଣାଓଟରା କରି ୬ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଆକ୍ରମଣ ଓ ଟଣାଓଟରା ରେ ଆହତ ଗୀତାଞ୍ଜଳି ଡାକ୍ତରଖାନାରେ ଚିକିତ୍ସିତ ହୋଇ ପୋଲସରା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ୬ ଜଣ ଅଭିଯୁକ୍ତ ଯଥା ପି ସଞ୍ଜୟ,ବିଦୁର ବିଷୋୟୀ, ଯମୁନା ବିଷୋୟୀ, ସଞ୍ଜୟ ବିଷୋୟୀ, ବିଜ୍ଞାନ ବିଷୋୟୀ, ସନିଆ ବିଷୋୟୀ ଓ ସବିତା ବିଷୋୟୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀ ଉମାଚରଣ ମଲିକଙ୍କୁ ମନ୍ତ୍ରୀ ପଦବୀ ଦେବା ପାଇଁ କୁଇ ସମାଜର ଦାବୀ….
ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀ ଉମାଚରଣ ମଲିକଙ୍କୁ ମନ୍ତ୍ରୀ ପଦବୀ ଦେବା ପାଇଁ କୁଇ ସମାଜର ଦାବୀ…. କନ୍ଧମାଳ : (କୁନା ଦିଗାଲଙ୍କ ରିପୋର୍ଟ ):-…

୫୦୦ ମିଟର ତ୍ରିରଙ୍ଗ ରାଲି
ସୁନାବେଡ଼ା :୧୫୵୦୮୵୨୦୨୪ ତାରିଖ ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ୫୦୦ ମିଟର ତ୍ରିରଙ୍ଗା ର ଏକ ବିଶାଳ ତ୍ରିରଙ୍ଗ ରାଲି ଶାନ୍ତି ନଗର ରୁ ସକାଳ ବାହାରି…

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ: ଓଡ଼ିଶା ମୁଖ୍ୟମନ୍ତ୍ରୀ
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ: ଓଡ଼ିଶା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି…