ପ୍ରଥମ ବାର୍ଷିକ ଉତ୍ସବ ୨୦୨୫ ସରକାରୀ ଇଛ ବିଦ୍ୟାଳୟ ମାଇକଞ୍ଚ ରାୟଗଡ଼ା ୪/୨(ପ୍ରଫଲ କୁମାର ବେହେରା)ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ଅନ୍ତର୍ଗତ ମାଇକଞ୍ଚ ସରକାରୀ ଇଛ ବିଦ୍ୟାଳୟ ରେ ଆଜି ଆୟୋଜିତ ହୋଇଯାଇଛି ଉଦେଶ୍ୟ ବାର୍ଷିକ ଉତ୍ସବ ମାଧ୍ୟମରେ ପିଳା ର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ବିକଶିତ କରିବା ବିଭିନ୍ନ ସମୟରେ ପ୍ରତିଯୋଗିତା କରି ପୁରସ୍କୃତ କରିବା। ଏହି ଉତ୍ସବ ହେଡ ମାଷ୍ଟର ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବାବେଳେ ପ୍ରଥମେ ଅତିଥି ମାନଙ୍କୁ ଫୁଲ ତୋଡା ଦେଇ ସମ୍ମାନୀତ କରି ସ୍ବାଗତ ସମ୍ବର୍ଦ୍ଧନା ସଂଗୀତ ଗାନ କରି ସ୍କୁଲ ବିଷୟ ବିବରଣୀ ପଠନ କରିଯାଇ ଥିଲା ଦିନ ଥିଲା ପ୍ରାଥମିକ ବିଦ୍ୟାଳୟଟି ୧୯୫୬ ମସିହାରେ ଏକ ଘଞ୍ଚ ଜଙ୍ଗଲ ଭିତରେ ସ୍ଥାପନ କରାଯାଇଥିଲା ପରେ ଏହା ପ୍ରଥମିକ ସ୍ତରରୁ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରୁ ଉଚ୍ଚ ବିଦ୍ୟାଳୟକୁ। ୨୦୦୯ ମସିହାରେ ଉନ୍ନୀତ କରାଯାଥିଲା। ଏହି ବିଦ୍ୟାଳୟ ରୁ ପ୍ରଥମେ ଦଶମ ଶ୍ରେଣୀ ପରୀକ୍ଷା ୨୦୧୧ ମସିହାରେ ଦେଇଥିଲେ ଏଥିରୁ ତିନି ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ଯାହାକି ମାଇକଞ୍ଚ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଅଟେ।ସବୁଠାରୁ ବଡ଼ ଖୁସିର କଥା ୨୦୧୯ ମସିହା ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦଶମ ଶ୍ରେଣୀର ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଥିଲେ ଯାହା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠା ଆକ୍ଳାନ୍ତ ପରିଶ୍ରମ ଯୋଗୁଁ। ଏହି ଶତ ପ୍ରତିଶତ ଫଳାଫଳ ପାଇଁ ସରକାରଙ୍କ ତରଫରୁ ଏକଲକ୍ଷ ଟଙ୍କାର ପ୍ରସଚହନ ରାଶି ମିଳିଥିଲା। ବିଦ୍ୟାଳୟ ଟି ସରକାରଙ୍କ ତରଫରୁ 5 T ଘୋଷଣା କରାଯାଇ ୨୦୨୩ ମସିହାରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ଶ୍ରେଷ୍ଠ ଗଣିତ ଶିକ୍ଷକ ଭାବରେ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଶିକ୍ଷକ ଶ୍ରୀ ଆଶିଷ ଶ୍ରାମବୁଟିକା ଙ୍କୁ ମୂଖ୍ୟ ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିବାବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ବ୍ଳକ ରୁ ଜିଲ୍ଲା ସ୍ତରରେ ଭାଗ ନେଇ ବିଦ୍ୟାଳୟ କୁ ସମ୍ମାନୀତ ଓ ଗୋୖରବାନିତ ଅର୍ଜୁନ କରିଥିଲେ।ତତ ସଙ୍ଗେ ସଙ୍ଗେ ବିଦ୍ୟାଳୟ କୁ ଶ୍ରେଷ୍ଠ ଆଲୁମିନି ପୁରସ୍କାର ଅଧ୍ୟକ୍ଷ ଶ୍ରୀ ଦୁଧେଶ୍ଵର ଝୋଡିଆ ଓ ୩ ଜଣ ଛାତ୍ରଛାତ୍ରୀ ଙ୍କୁ ମୂଖ୍ୟ ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖେଳକୁଦ ରେ ଖୋ-ଖୋ,ଜାଭେଲିନ ଦ୍ରୋଣ, ଫୁଟବଲ ରେ ମଧ୍ୟ ଜିଲ୍ଲା ତଥା ରାଜ୍ୟ ସ୍ତର ରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛି। ଆଜିର ଉତ୍ସବରେ ମଧ୍ୟ ଛୋଟ ବଡ଼ ଛାତ୍ରଛାତ୍ରୀ,ପୁଚି,ମେଜିକଚେୟାର, ଆଳୁ ଚାମଚ,ଭାଷଣ, ଇନ୍ ଆଉଟ୍ ଗେମ୍,ଖୋ ଖୋ,ହାଇଜମ୍ପ,ଲୋଙ୍ଗଜମ୍ପ,ନାଚ, ଗୀତ ପ୍ରତି ଯୋଗିତା କରି ଉତିନ୍ନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିବାବେଳେ ମୂଖ୍ୟ ଅତିଥି ଦିପ୍ତୀମୟୀ ସିଂ ଅଭିଭାବକ ଛାତ୍ରଛାତ୍ରୀ ସବୁ ଦିନ ବିଦ୍ୟାଳୟ କୁ ଆଶିବା ପାଠକୁ ବୋଝ ଭାବିବା ନାହିଁ ବୋଲିି ପରାମର୍ଶ ଦେଇଥିଲେ।ABO କୁଳରଞନ ସୁନା, ପବିତ୍ର ମୋହନ ନାଏକ,HM କୁଞ୍ଜବିହାରୀ ମେହେର, ସନ୍ତୋଷ କୁମାର ନନ୍ଦ,ଲୋଚନ ଖରା,PET ତନାଭେଲି ନାଏକ, ଗୋପିନାଥ ସେଠୀ ,W E O ଅକ୍ଷୟ ମହାନ୍ତି ଉତିନ୍ନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରି ଉତ୍ସାହିତ କରି ଥିବା ବେଳେ ସମାଜ ସେବୀ ଶିବରାମ ନାଏକ ଙ୍କ ବକ୍ତବ୍ୟ ରେ କହିଥିଲେ ପଢିଲେ ପାଠ ଦିଶିବ ବାଟ ସିଲଟ ଖଡି ଅନ୍ଧ କୁ ବାଢି ପାଠ ପଢ଼ି ଶିକ୍ଷୀତ ହେବା ଚାକିରି ପଛରେ ନ ଯାଇ ନିଜ ଗଡ ରେ ଛିଡ଼ା ହୋଇ ମାଳିକ ହେବା ଚୀନ୍ତା ଦାରାରଖି ପାଠ ପଢିବା ପଢ଼ାଇବା ତାହେଲେ ଆତ୍ମହତ୍ୟା ଦୂର ହୋଇପାରିବ ବଲି କହିଥିଲେ। ପ୍ରଥମ ରୁ ସେଷ ଯାଏଁ ସଂଚାଳନ ମଙ୍ଗଳ ଦାନ ନାଏକ, ଆନନ୍ଦ ସାହୁ କରିଥିଲେ।
Related Posts
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ସମୁଦ୍ର ବେଳାଭୂମି ଠାରେ ର ମାଁ ସମଲେଶ୍ଵରୀଙ୍କର ବାଲୁକା କଳା ପ୍ରଦର୍ଶନ କରିଛନ୍ତି।
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ସମୁଦ୍ର ବେଳାଭୂମି ଠାରେ ର ମାଁ ସମଲେଶ୍ଵରୀ କଂ ବାଲୁକା କଳା…
ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ଲୋକସେବା ଭବନଠାରେ ‘ହର୍…
ଜାତୀୟ ଯୁବ ଦିବସ ପାଳିତ
ଜାତୀୟ ଯୁବ ଦିବସ ପାଳିତ ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ…