*ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ* – ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ସମରହୋ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତଦ୍ବ ବିଧାନ ରେ ଆୟୋଜିତ ହୋଇଇଥିଲା ବେଳେ ସର୍ବାଣି ଦ|ଶ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି , ପୁରୀ Dipro ସନ୍ତୋଷ ସେଠି,, ଶଙ୍କର ପରିଡା ଏକ୍ସ ବିଧାୟକ ଜୟନ୍ତ ସରଙ୍ଗୀ, ମହାରାଷ୍ଟ୍ର ରୁ ଉଜାୱାଲା ଆଵାୱାର,ଫିଲ୍ମ ମାକେର ସଞ୍ଜୟ ନାୟକ, ଆଦି ମାତା କଳ୍ପନା, ଶିକ୍ୟବିତ୍ତ ଷଷଧର ପଣ୍ଡା, ପ୍ରଦୀପ ଚୌଧୁରୀ ସମାଜସେବୀ ପାର୍ଥ ରାଉତ ଯୋଗ ଦେଇଥିଲେ,ରାଜ୍ୟ ର ବିଭିନ୍ନ ପ୍ରତିଭା ମାନ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଟ୍ରଫି ଉତ୍ତରୀଏ ଗିଫ୍ଟ ଦେଇ ସମ୍ମାନନୀତ କରାଯଇଥହିଲା | ପ୍ରଗତି ପଥରେ ଭାରତ ଉପରେ ଆଲୋଚନା ହୋଇଥିଲା | ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |
Related Posts
କଲ୍ୟାଣ ବିଭାଗ ଛାତ୍ରlବାସରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା
କଲ୍ୟାଣ ବିଭାଗ ଛାତ୍ରlବାସରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା, ରାୟଗଡ଼:ପରିବାର ଆଣିଲେ ହତ୍ୟା ଅଭିଯୋଗ, ଘଟଣା ସ୍ଥଳରେ ଚାପl ଉତ୍ତେଜନା,ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ…
ବଜ୍ରକାପ୍ତା ଉଦ୍ଧାର କଲା ବୈପାରୀଗୁଡା ବନ ବିଭଗ
ବଜ୍ରକାପ୍ତା ଉଦ୍ଧାର କଲା ବୈପାରୀଗୁଡା ବନ ବିଭଗ କୋରାପୁଟ: ବୈପାରୀଗୁଡା( ୨୯.୧୦.୨୪) ମାଝୀଗୁଡା ଠାରେ ଗାଁ ମୁହାଁ ହେଉଥିବା ବଜ୍ରକାପ୍ତା ଉଦ୍ଧାର କଲା ବୈପାରୀଗୁଡା ବନ ବିଭଗ…
ଦୁଇ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ
ଦୁଇ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଭୁବନେଶ୍ୱର: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ…