ସରସ୍ଵତୀ ପୂଜା ବେଳେ ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଆହତ
କଳାହାଣ୍ଡି: ସ୍କୁଲରେ ସରସ୍ଵତୀ ପୂଜା ବେଳେ ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ଏକ ଘରୋଇ ସ୍କୁଲରେ ଅଘଟଣ ଘଟିଛି।
ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି