ହାତରେ ଲାଗିଛି ସଲାଇଁନ୍ ତଥାପି ରୋଗୀ ସେବା କରୁଛନ୍ତି ଡାକ୍ତର।ଆର,ଉଦୟଗିରି – (ମନୋଜ କୁମାର ପାଢୀ)- ଡାକ୍ତର ହେବ ତ ଏମିତି ହାତରେ ଲାଗିଛି ସାଲାଇନ୍ ହେଲେ ଏଭଳି ପରିସ୍ଥିତି ରେ ମଧ୍ୟ ରୋଗୀ ସେବା କରୁଛନ୍ତି ଡାକ୍ତର l ଇଏ କଉ ଫିଲ୍ମ ର କାଳ୍ପନିକ ଘଟଣା ନୁହଁ lଏ ହେଉଛନ୍ତି ଗଜପତି ଜିଲ୍ଲା ରାମଗିରି ସ୍ଥିତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ l ସ୍ବାସ୍ଥ୍ୟ କେନ୍ଦ୍ରର ଏକମାତ୍ର ଡାକ୍ତର ବ୍ରଜରାଜ କୋରା କର୍ତ୍ତବ୍ୟକୁ ନିଜ ଜୀବନର ବ୍ରତ ପାଳନ କରି ନିଜେ ଅସୁସ୍ଥ ଥାଇ ମଧ୍ୟ ରୋଗୀ ସେବା କରୁଛନ୍ତି l ହାତରେ ଫାର୍ମାସିଷ୍ଟ ଜଣଙ୍କ ସାଲାଇନ ଲଗାଇଛନ୍ତି l ସାଲାଇନ୍ ଲାଗୁଥିବା ଅବସ୍ଥାରେ ସେ ରୋଗୀ ସେବା ଯୋଗାଉଛନ୍ତି l ଟିକେ ବିଶ୍ରାମ ନେବା ବଦଳରେ ରୋଗୀ ସେବା କରୁଛନ୍ତି ସେ l ଯାହାକୁ ନେଇ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ଡାକ୍ତର ବ୍ରଜରାଜ କୋରାଲ ।
Related Posts
ଦଶହା କାର୍ଯ ସ୍ମୃତି ନିଜ ଆଇ ବୁଢ଼ିମା ପାଇଁ ବୃକ୍ଷ ରୋପଣ କଲେ ସାଗରିକା ସାହୁ
ଦଶହା କାର୍ଯ ସ୍ମୃତି ନିଜ ଆଇ ବୁଢ଼ିମା ପାଇଁ ବୃକ୍ଷ ରୋପଣ କଲେ ସାଗରିକା ସାହୁ ବରଗଡ ଜିଲ୍ଲାର ଗାଇସିଲେଟ ବ୍ଳକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ…
Mମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ
Mମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ ମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ ।ଗଜପତି (ମନୋଜ ପାଢୀ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ…
ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ସ୍ବତନ୍ତ୍ର ରଣନିତି |
ଆର.ଉଦୟଗିରି(ମନୋଜ କୁମାର ପାଢୀ): ଗ୍ରୀଷ୍ମ ପ୍ରବାହ ବାଢ଼ିବା ସହ ଆରମ୍ଭ ହେଲାଣି ପ୍ରଚଣ୍ଡ ରୌଦ୍ରତାପ l ଏଭଳି ପରିସ୍ଥିତିରେ ପ୍ରତିବର୍ଷ ଜଙ୍ଗଲରେ ନିଆ ବନ ବିଭାଗ ପାଇଁ…