ଚିନି ଶିଳ୍ପ କର୍ମଚାରୀଙ୍କ ଅକାଳ ବିୟୋଗ।
ଗଞ୍ଜାମ:ଆସ୍କା ଚିନି ଶିଳ୍ପ କର୍ମଚାରୀ ତଥା ନୁଆଁଗାଁ ବାସିନ୍ଦା ରାମହରି ପାଢୀ ସବୁଦିନ ଭଳି କାମକୁ ଯିବା ବେଳେ ଅଫିସ ଷଭିତରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଉପସ୍ଥିତ ଅନ୍ୟ କର୍ମଚାରୀ ମାନେ ରାମହରି କୁ ଆସ୍କା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଉପସ୍ଥିତ ରେ ରାମହରି ର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.