ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, କଟକରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, କଟକରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତି।ପରେଡ୍‌ରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ।ପରେଡ୍ ରେ ସାମିଲ ହୋଇଥିଲେ ୪୯ ମାର୍ଚିଂ କଣ୍ଟିନଜେଣ୍ଟ।କଟକରେ ଜାତୀୟ ପାତକା ଉତ୍ତୋଳନ କଲେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ।ଶିକ୍ଷା, ଜନଜାତି ଓ ମହିଳାଙ୍କ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କହିଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *