ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ମାଷ୍ଟର ଟ୍ରେନର ମୋନାଲି କର୍ଣ୍ଣ ୮୧ଜଣ କୁଂ ଆତ୍ମ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରିଥିଲେ। ଏହାକୁ ବିଦ୍ୟାଳୟର ଖେଳ ଶିକ୍ଷକ ପରିଚାଳନା ସହଯୋଗ କରିଥିଲେ। ବିଦ୍ୟାଳୟର ଗଜାନନ ପଟେଲ, ଉମେଶ ଚନ୍ଦ୍ର ରାଉତିଆ, ଫଣୀନ୍ଦ୍ର ମିରିଗ, ଅର୍ଜୁନ ଦୋରା, ବିରଞ୍ଚି ମହାଣା, କଲ୍ପନା ଚାଂଦ, ପ୍ରେରଣା ଭୋଇ ସହଯୋଗ କରିଥିବା ବେଳେ ଛାତ୍ରୀ ମାନଙ୍କୁ ପ୍ରଣାମ ପତ୍ର ଦିଆଯାଇଥିଲା।
Related Posts
ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି।
ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି। ବରଗଡ ୨୫,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୧୪ ତାରିଖ ରୁ ୨୪…
ନିର୍ବାଚନ ରାଲିରେ ସାମିଲ ହୋଇ ଶିକ୍ଷୟିତ୍ରୀ ନିଲମ୍ବିତ
ବୌଦ୍ଧ ଜିଲ୍ଲା ଦହ୍ୟା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବନ କଲେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ। ଦୁଇ ଦିନ…
ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ ସଚେତନତା ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ ସଚେତନତା ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ ପାଢୀ/୨୨/୧୧/୨୪ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…