ରାୟଗଡା ଜ଼ିଲ୍ଲା ପାଇଁ ନିହାର ଓ ନବୀନ ଅତିରିକ୍ତ ଜ଼ିଲ୍ଲାପାଳ ଭାବେ ନିଯୁକ୍ତି ହୋଇଛନ୍ତି!
ରାୟଗଡ : ରୟାଗଡ଼ ଜ଼ିଲ୍ଲାରେ ଅତିରିକ୍ତ ଜ଼ିଲ୍ଲାପାଳ ଭାବେ ଓଡିଶା ସରକାର ନିହାର ରଂଜନ କହିଁର ଓ ନବୀନ ଚନ୍ଦ୍ର ନାୟକ ଙ୍କୁ ନିଯୁକ୍ତି ଦେଇଛନ୍ତି l ସୂଚନାଯୋଗ୍ୟଯେ ରାୟଗଡ ଜ଼ିଲ୍ଲା ରେ ଅତିରିକ୍ତ ଜ଼ିଲ୍ଲାପାଳ ଭାବେ ଭାସ୍କର ଚନ୍ଦ୍ର ରୋଇତ ଓ ତ୍ରିନାଥ ମାଝୀ କାମକରିଆସୁଥିଲେ l ପରେ ତ୍ରିନାଥ ମଝିଙ୍କ ବଦଳି ପରେ ଠାରୁ ଭାସ୍କର ଚନ୍ଦ୍ର ରୋଇତ ଅତିରିକ୍ତ ଜ଼ିଲ୍ଲାପାଳ ଭାବେ କାମ କରିଆସୁଥିଲେ ଗୋଟିଏ ଅତିରିକ୍ତ ଜ଼ିଲ୍ଲାପାଳ ପଦବି ଖାଲି ରହଇଥିଲା l ଏଥି ମଧ୍ୟରେ ଭାସ୍କର ରୋଇତ ଙ୍କୁ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ତଥା ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ କି ବଦଳି ହୋଇଛି l ଏହି ଦୁଇଟି ସ୍ଥାନ ରେ ନିହାର ରଞ୍ଜନ କହଁର ଓ ନବୀନ ନାୟକ ଙ୍କୁ ନିଯୁକ୍ତି ମିଳିଛି l ସୂଚନା ଯୋଗ୍ୟଯେ ନିହାର ରଞ୍ଜନ କହଁର ରାୟଗଡ ଗ୍ରାମ୍ୟ ଉନୟନ ସଂସ୍ଥା ର ମୁଖ୍ୟକାର୍ଯ୍ୟ ନିର୍ନାହିଁ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ଗତ ଡିସେମ୍ବର, 24 ରେ ଓଡିଶା ସରକାର ଙ୍କ ସାଧାରଣ ପ୍ରଶାସନ ବିଭାଗ କୁ ବଦଳି ହୋଇଥିଲା l କହିଁର ଙ୍କ ରହଣୀ ସ୍ମୟ ରେ ଗ୍ରାମ୍ୟ ଉନୟନ ସଂସ୍ଥା ର ବିଭିନ୍ନ ପ୍ରକଳ୍ପ ତ ବିକାଶ ଆଗ୍ରଗତୀ ସହିତ ବିକାଶ ହୋଇଥିଲା l ବର୍ତ୍ତମାନ ନବରଙ୍ଗପୁର ଅତିରିକ୍ତ ଜ଼ିଲ୍ଲାପାଳ ଭାବେ କାର୍ଯ୍ୟରତ ନବୀନ ନାୟକ ଙ୍କୁ ରାୟଗଡା ବଦଳି ହୋଇଛି lରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ.