:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଚତୁରତାର ସହ ଫୋନ୍ପେ ଜରିଆରେ ଲାଞ୍ଚ ନେଲାବେଳେ କାବୁ। ସ୍ମାର୍ଟ ଫୋନ୍କୁ ଜବତ କରି ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ।
Related Posts
Enforcement activities stepped up in Odisha to ensure free & fair polls: DGP
Enforcement activities stepped up in Odisha to ensure free & fair polls: DGP Bhubaneswar: Odisha is going to General and…
ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ. ଭି. ସିଂହଦେଓଙ୍କୁ ଭେଟିଲେ ଭାରତୀୟ କିଷାନ ସଂଘର ପ୍ରତିନିଧି ମଣ୍ଡଳୀଚିନିଶିଳ୍ପ ଓ ଚିନିକଳର ପୁନରୁଦ୍ଧାର ନେଇ ଆଲୋଚନା
ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ. ଭି. ସିଂହଦେଓଙ୍କୁ ଭେଟିଲେ ଭାରତୀୟ କିଷାନ ସଂଘର ପ୍ରତିନିଧି ମଣ୍ଡଳୀଚିନିଶିଳ୍ପ ଓ ଚିନିକଳର ପୁନରୁଦ୍ଧାର ନେଇ ଆଲୋଚନା ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକସେବା…
ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ
ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଓଡିଶା ଆଦିବାସୀ ଅଧିକାର ମଞ୍ଚ ମୋହନା ଓ ଆର,ଉଦୟଗିରି ଆଞ୍ଚଳିକ କମିଟି ପକ୍ଷରୁ ଆଦିବାସୀ ମହିଳା…