ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀ କୁ ଉନ୍ନୀତ ହୋଇ ପାରିବେ ନାହିଁ ଛାତ୍ର ଛାତ୍ରୀ।ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସରକାର ଶିକ୍ଷା ନୀତି ରେ ପରିବର୍ତ୍ତନ କରିଛନ୍ତି। ଆଗରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।ଏହା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମ ରେ ଫେଲ୍ ହେଲେ ୨ମାସରେ ରି ଟେଷ୍ଟ ପାଇଁ ସୁଯୋଗ ଦିଆ ଯିବ। ଯଦି କୃତକାର୍ଯ୍ୟ ହେଲେ ତେବେ ପରବର୍ତ୍ତୀ ଶ୍ରେଣୀ କୁ ଯାଇପାରିବେ।ଏହା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
Related Posts
ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀ ଉମାଚରଣ ମଲିକଙ୍କୁ ମନ୍ତ୍ରୀ ପଦବୀ ଦେବା ପାଇଁ କୁଇ ସମାଜର ଦାବୀ….
ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀ ଉମାଚରଣ ମଲିକଙ୍କୁ ମନ୍ତ୍ରୀ ପଦବୀ ଦେବା ପାଇଁ କୁଇ ସମାଜର ଦାବୀ…. କନ୍ଧମାଳ : (କୁନା ଦିଗାଲଙ୍କ ରିପୋର୍ଟ ):-…
ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ସି ଡି ପି ଓ।
ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ସି ଡି ପି ଓ। ଗଞ୍ଜାମ:ଆଜି ବ୍ରହ୍ମପୁର “ଦୁର୍ନୀତି ନିବାରଣ” ବିଭାଗ କର୍ମଚାରୀମାନେ ବେଗୁନିଆପଡ଼ା ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ…
ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ
ଅସୁରକ୍ଷିତ ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ ଗଜପତି (୩୧/୭/୨୦୨୪):ଗଜପତି ଜିଲ୍ଲାରେ ସରକାରୀ ଡାକ୍ତରଖାନା ଅସୁରକ୍ଷିତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତକାଲି ପ୍ରସୂତି ଗୃହରୁ ଉଦ୍ଧାର…