କେନ୍ଦ୍ର ମନ୍ତ୍ରୀ ଅମିତତ୍ସାହଁଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ
କୋରାପୁଟ :ସାଂସଦ ପ୍ରବେଶ ଦ୍ଵାରରେ ଗୁରୁବାର ଶାସକ ଓ ବିରୋଧୀ ସାଂସଦ ମାନଙ୍କ ମଧ୍ୟରେ ଠେଲା ପେଲା ଘଟଣାରେ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ସଭାପତି ରାମଚନ୍ଦ୍ର କାଡାମ ଙ୍କ ଚେତାବନୀ ଭାରତର ଗୃହ ମନ୍ତ୍ରୀ ଅମିତ ସାହା ଦିଅନ୍ତୁ ଇସ୍ତଫା।ସମ୍ବିଧାନ ନିର୍ମାତା ବାବା ସାହେବ୍ ଆମ୍ବେଦକର ଙ୍କୁ ଅସମ୍ମାନ କରିଥିବା ଘଟଣାକୁ କଲେ ତୀବ୍ର ନିନ୍ଦା।ଏବଂ ସେ ଦେଶ ବାସୀଙ୍କ ନିକଟରେ ମାଗନ୍ତୁ କ୍ଷମା।ସେହି ଦିନକୁ କହିଲେ ସେ କଳା ଦିବସ।ନିର୍ବାଚିତ ପ୍ରତିନିଧି ମାନେ ପାର୍ଲିଆମେଣ୍ଟ କୁ ଯିବାର ଅଧିକାର ରହିଅଛି କିନ୍ତୁ ବିଜେପିର ନିର୍ବାଚିତ ପ୍ରତିନିଧି ମାନେ ବିରୋଧ କରିବା ଠିକ ହେଲା ନାହିଁ।ରାହୁଲ ଗାନ୍ଧୀ ଠେଲି ଦେଇଥିବା ନେଇ ଆସିଥିବା ଅଭିଯୋଗ ମିଥ୍ୟା ଅଟେ। କଂଗ୍ରେସ୍ ଦଳ ପ୍ରତି ପ୍ରତ୍ୟେକ ସମୟରେ ବିଜେପି ଦଳ ପକ୍ଷରୁ ବିରୋଧ କରାଯାଉଅଛି।ବୋଳି ସାମ୍ବାଦିକ ସୋମ୍ମିଲୋନୀରେ ସିଏଳ୍ପୀ ନେତା ରାମଚନ୍ଦ୍ର କାଡମ ସେମିଲିଗୁଡା ସ୍ଥିତ ନିଜ ବାସ ଭଵନରେ କହିଛନ୍ତି.କୋରାପୁଟ ରୁ ଭେଙ୍କାଟେସ ରାଓ