ବରଗଡ ୨୦,୧୨-( ଭବାନୀ ଶଙ୍କର ପାଢ଼ୀ) ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଥିବା ଏଟିଏମ ଦୀର୍ଘ ୧୫ ଦିନ ହେବ ଅଚଳାବସ୍ଥା ପଡିରହିଛି। ଯାହା ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ। ଏହି ଏଟିଏମ ବନ୍ଦ ଥିବାରୁ ଜନସାଧାରଣ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ମେଡିକାଲ, ଚାଷୀ, ବ୍ଯବସାୟୀ, କର୍ମଚାରୀ ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଆସୁଥିବା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଉଚ୍ଚ ଅଧିକାରୀ ସାଧାରଣ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପଭୋକ୍ତା ମାନେ ଦାବୀ କରୁଛନ୍ତି।
Related Posts
ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା
ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା ଗଜପତି ,(୨୩/୬/୨୦୨୪-: ନୁଆଗଡ ବ୍ଲକରେ ଅବାଧରେ ଚୋରା…
ବିଜେଡି ସହ ସଂପର୍କ କାଟିଲେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ।
*ବିଜେଡି ସହ ସଂପର୍କ କାଟିଲେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ । ଆଜି ପ୍ରେସମିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି ସେ । କହିଛନ୍ତି ମୁଁ…
ଛତିଶଗଡ଼ରେ ଏନକାଉଣ୍ଟରରେ ଟଳିଲେ
ଛତିଶଗଡ଼: ନାରାୟଣପୁର-ଦନ୍ତେୱାଡ଼ା ସୀମାରେ ଏନ୍କାଉଣ୍ଟରଗୁଳି ବିନିମୟରେ ୩ ଡିଆରଜି ଯବାନ ଆହତ!ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି।ଛତିଶଗଡ଼ରେ ଏନକାଉଣ୍ଟରରେ ଟଳିଲେ ୫ ନକ୍ସଲ!