ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଡିଆରଜି ଯବାନ ଏବଂ ନାମେଡ ଥାନା ପକ୍ଷରୁ ଚଢାଉ କରାଯାଇ ୨ ଜଣ ନକ୍ସଲକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲ। ଏମାନେ ପୂର୍ବତନ ସରପଞ୍ଚ ସୁଖରାମ ଅବଲମକୁ ହତ୍ୟା କରିଥିବା ପୁଲିସ କହିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ଭୋସଲା ଏବଂ ଦୁରଧା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ସୂଚନା ମୁତାବକ ଦୁଇ ଜଣ ନକ୍ସଲ ଜଂଗଲରେ ବୁଲୁଛନ୍ତି। ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ଜଣ ସଂଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନର ସଦସ୍ୟ ବୋଲି ସ୍ବୀକାର କରିଥିଲେ।(ସୋର୍ସ ସମ୍ବାଦ)
Related Posts
ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ଉଦଘାଟିତ
*ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ଉଦଘାଟିତ* ନୂଆପଡା ଜିଲ୍ଲା ର ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ତିନି ଟି ବ୍ଲକ ରପ୍ରାୟ ସତୁରି ଜଣ ବିଜ୍ଞାନ…
ଆମ ସ୍ବପ୍ନର ବିଦ୍ୟାଳୟ କୁ ନେଇ ପ୍ରତିଯୋଗିତା
ଆମ ସ୍ବପ୍ନର ବିଦ୍ୟାଳୟ କୁ ନେଇ ପ୍ରତିଯୋଗିତା…………………………………. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ଲୋକସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ…
ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.
ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ. ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ…