ଗୁଡାରି ଥାନା ଅଂଚଳ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଲା ପୋଲିସ ରାୟଗଡା : ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ ଗୁଡାରି ପୋଲିସ ଥାନା ଅଧୀନରେ ଥିବା ମଧୁବନ ପଂଚାୟତ ର ରାଚାମ ଗ୍ରାମ ନିକଟରେ ବେଆଇନ ଭାବେ ଗଂଜେଇ ଚାଷ ହୋଇଥିବା ପୋଲିସ ଖବର ପାଇଥିଲେ l ରାୟଗଡା ଜ଼ିଲ୍ଲାପାଳ ଓ ପୋଲିସ ଏସ ପି ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଙ୍କ ତତ୍ୱାବଧାନ ରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ଉପସ୍ଥିତ ରେ ଅବକାରୀ ବିଭାଗ ଜଙ୍ଗଲ ବିଭାଗ ମିଳତି ଭାବେ ରାଚାମ ଗାଁ ରେ13 ଏକର ଜମିରେ ରେ 36 ହଜାର ଗଂଜେଇ ଗଛ ନଷ୍ଟ କରିଥିଲେ l ଏହି ସଂକ୍ରାନ୍ତ ରେ ଗୁଡାରି ଥାନା ରେ 137/240 ମାମଲା ରଜୁ ହୋଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ନୂଆପଡ଼ା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
*ନୂଆପଡ଼ା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ* ନୂଆପଡା :୨୧.୦୬. (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ସଦର ମହକୁମା ସ୍ଥିତ ବିଜୁ…
ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର
ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 02.11.24 ରିଖ ରେ ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ…
ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ
ବରଗଡ – ୧୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନର୍ସରୀ ପଡିଆ ଠାରେ…