ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଭାସୀ ଅଦାଲତ ଆରମ୍ଭ।

ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଭାସୀ ଅଦାଲତ ଆରମ୍ଭ।

ବ୍ରହ୍ମପୁର ଜିଲ୍ଲା ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଭାସୀ ଅଦାଲତ ପ୍ରକୋଷ୍ଠ ଦକ୍ଷିଣାଞ୍ଚଳ ଡିଆଇଜି ଡଃ ସାର୍ଥକ ଷଡ଼ଙ୍ଗୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ଜିଲ୍ଲା ପୋଲିସ ପ୍ରଶାସନ ର ଅଧିକାରୀ ଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଆଭାସୀ ଅଦାଲତ ଖୋଲିବା ଫଳରେ ବିଭିନ୍ନ ଅଦାଲତ କୁ ନଯାଇ ଏହି କାର୍ଯ୍ୟାଳୟ ଆଭାସୀ ଜରିଆରେ ଅଦାଲତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇପାରିବ। ଯଦ୍ଵାରା ବିଭାଗୀୟ ଅଧିକାରୀଙ୍କ ବହୁ ମୁଲ୍ୟ ସମୟ ବଞ୍ଚି ପାରିବ।

ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *