*ଦ୍ରୁତ ଗତିରେ ଗଛରେ ବାଡ଼େଇ ହୋଇ ଟ୍ରକ୍ ଡ୍ରାଇଭର ମୃତ୍ୟୁ* :ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେହିଡିହା ନିକଟରେ ଏକ ଟ୍ରକ ଦୂତ ଗତିରେ ଆସି ରାସ୍ତା କଡରେ ଥିବା ଗଛରେ ବାଡେଇ ଦେବାରୁ ଗାଡି ଚାଳକ କିଛି ସମୟ ଚାପି ହୋଇ ରହିଥିଲା। ଯାତାୟାତ କରୁଥିବା ଲୋକେ ଦେଖି ଗୁରୁଣ୍ଡିଆ ପୋଲିଶ ଓ ଦମକଳବାହିନୀ କର୍ମଚାରୀଙ୍କ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ଭିତରେ ଚାପି ହୋଇ ରହିଥିବା ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ଡ୍ରାଇଭର ନାମ ବାସୁ ଦେବ ୟାଦବ ଘର ଔରାଙ୍ଗବାଦ ବୋଲି ଜଣାପଡିଛି। ପୋଲିଶ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
Related Posts
କଂଗ୍ରେସ ର ବିଶାଳ କର୍ମୀ ସମବେଶ
2024 ନିର୍ବାଚନକୁ ନେଇ କଂଗ୍ରେସ ର ବିଶାଳ କର୍ମୀ ସମବେଶ କୋରାପୁଟ ( k venkat Rao):କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ପାବାଲି ଓଏମସି ଛକ…
ବରିଗୁଡା ଗ୍ରାମରେ ସହିଦ ଲକ୍ଷ୍ମଣ ଯୁବକ ସଂଘ ତରଫରୁ ୭୮ତମ ସ୍ୱାଧୀନତା ଦିବସ ପାଳନ …
ବରିଗୁଡା ଗ୍ରାମରେ ସହିଦ ଲକ୍ଷ୍ମଣ ଯୁବକ ସଂଘ ତରଫରୁ ୭୮ତମ ସ୍ୱାଧୀନତା ଦିବସ ପାଳନ … ଟିକାବାଲି :- ( କୁନା ଦିଗାଲଙ୍କ ରିପୋର୍ଟ )ଟିକାବାଲି ବ୍ଲକ…
ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ
ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା -31/08/24 ରିଖ ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ହାଇସ୍କୁଲର…