ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ପାଇଁ କଡ଼ା କଟକଣା।
ଭୁବନେଶ୍ଵର:ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା। କୌଣସି ଡ୍ରୋନ କାର୍ଯ୍ୟକ୍ରମ ସମୟରେ ଉଡ଼ିପାରିବ ନାହିଁ। ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା।
Vasundhara Information and Media Group