ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ପୋସ୍କୋ ଆଇନ ଓ ଯେ.ଯେ (ସିପିସି) ଆଇନ ସଚେତନତା କାର୍ଯ୍ୟକ୍ରମ।

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ପୋସ୍କୋ ଆଇନ ଓ ଯେ.ଯେ (ସିପିସି) ଆଇନ ସଚେତନତା କାର୍ଯ୍ୟକ୍ରମ।

ରାୟଗଡ଼ା : ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ପୋସ୍କୋ ଆଇନ ଓ ଯେ.ଯେ (ସିପିସି) ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ନିର୍ଦେଶକ ଡଃ.ରାଜେଶ କୁମାର ପାଢ଼ୀ, ବରିଷ୍ଠ ଆଇନଜିବୀ ଦେବରାଜ ନାୟକ ପୋଲିସ ସବ୍ ଇନ୍ସପେ୍ଟର ପ୍ରଜ୍ଞାଶ୍ରୀ ନାୟକ ଓ ସନ୍ଧ୍ୟାରାନି ତୁର୍କି ପ୍ରମୁଖ ମଞ୍ଛାସୀନ ଥିଲେ I ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ନର୍ସିଂ ବିଭାଗର ପ୍ରାୟ ୬୦ଜଣ ଛାତ୍ରଛାତ୍ରୀଙ୍କ ସମେତ ନର୍ସିଂ ଅଧ୍ୟକ୍ଷା କେ.ଉର୍ମିଲା ଓ ଫାର୍ମାସୀ ଅଧ୍ୟକ୍ଷ ଡଃ.ଚନ୍ଦ୍ରଶେଖର ପାତ୍ର ଉପସ୍ଥିତି ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ପୋସ୍କୋ ଆଇନ ଓ ଯେ.ଯେ (ସିପିସି) ଆଇନ ସମ୍ପର୍କିତ ସମସ୍ତ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଆଲୋକପାତ କରାଯାଇଥିଲାରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *