ମହାନଦୀ ମାଇନ୍ସ ମିନୋରାଲ ଯୁଵାଖୋଲ ଗ୍ରାମରେ ଖଣି ଖନନ ପାଇଁ ଜମି ଅକ୍ତିଆର କରି ନେଇଛି।ଜୈବ ବିବିଧତା ଭରପୁର ଏହି ଅଞ୍ଚଳ। ମାଟି ପାହାଡ଼ରେ ଭରି ରହିଛି ପ୍ରକୃତିର ଅତି ମୂଲ୍ୟବାନ ସମ୍ପଦ ବିଶ୍ବାସ ଓ ଭାବ ଵେଗରେ ବନ୍ଧା ଏ ଅଞ୍ଚଳର ସଂସ୍କୃତି । ୧୬ଶହ ଏକଡ ପାହାଡ଼ ଚାରିପଟେ ଘେରି ରହିଛି ବ୍ରାହ୍ମଣି ,ଲାବେନ,ଉଚୁ୍କୁ,ବାରପୁଟା , କି ମନୋରମ ଦୃଶ୍ୟ ମହୁଲ,ଵିଜା, ଗମ୍ଭେର, ପିପଲ ବରଗଛ ଆନେକ ପ୍ରଜାତିର ଗଛ ଓ ବନ୍ୟ ଜନ୍ତୁ ରହି ଛି ଗାଁ ରେ ମହୁଲ ଫୁଲ ସଂଗ୍ରାହ କରି ଚାଷ ଵାସ କରି ଚଲି ଆସୁଛନ୍ତି।ଗାଁ ଲୋକ ମନରେ ଛନକା ପଶିଯାଇଛି। ଏହା ସତ୍ତ୍ୱେ ଉକ୍ତ ଅଞ୍ଚଳକୁ ଘରୋଇ କମ୍ପାନୀ ହାତରେ ଟେକି ଦେଵାକୁ ସରକାର ଉଦ୍ୟମକୁ ବିରୋଧ ଵହୁ ପୁରୁଣା ବକ୍ସ ସାଇଟ୍ ଖନନ ପାଇଁ ମହାନଦୀ ମାଇନ୍ସ ଏଣ୍ଡ ମିନୋରାଲସ ପ୍ରାଇଭେଟ୍ ଲିମିଟେଡ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମରେ ୨୩ ଏକର ୧୮ଡିସିମିଲ ଜମି କିଣିଛି। ଏ ଖବର ମିଳିବା ପରେ ଆନ୍ଦୋଳନକୁ ଖୋରାକ ମିଲିଛି। ଡେପୁଟି ଜେନେରାଲ ମେନେଜର ଦିଲ୍ଲୀପ କୁମାର ସେବକ ପି: ହରିବଂଶ ସେବକ ଜା:ଗୋଲା ଵ:ନି- ଗୁପଲାପଡା ପୋଷ୍ଟ/ଥା- ଵିନକା ଜିଲ୍ଲା -ସୋନପୁର ଏଵେ ଯୁଵାଖୋଲ ପ୍ରଜା ଵୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ସମାଲୋଚନା ଚାଲିଛି। ଓଡ଼ିଶା ସରକାରଙ୍କ ଜମିଜମା ସଂକ୍ରାନ୍ତ ଭୂ-ଲେଖରେ ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲ ଅନ୍ତର୍ଗତ ଯୁଵାଖୋଲ ମୈଜା ଖତିଆନ କ୍ରମିକ ସଂଖ୍ୟା ୭୮/୧୧୬ ଓ ୧୭ ଟି ପ୍ଲଟ ୨୩ ଏକଡ଼ ୧୮ ଡିସିମିଲ ମହାନଦୀ ମାଇନ୍ସ ମିନୋରାଲ ନାଁ ରେଷ୍ଟି ହୋଇ ସାରିଛି ଏହାକୁ ନେଇ ଆନ୍ଦୋଳନରେ ରୂପ ନେବ ଗାଁ ଲୋକ ଚେତାବନୀ ଦେଇଛନ୍ତି
Related Posts
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ!ଧାମନଗର ବିଧାନସଭାରେ ବିଜେପି ବିଜୟୀ!
ସଳପଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳନ
ସଳପଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳନ…. କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ଓଡ଼ିଶା ଆଦର୍ଶ…
ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ।
ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ। ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 10/08/2024 ରିଖ ଶନିବାର ପୂର୍ବାହ୍ନ 10 ଘ…