କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ ୨୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଜାତୀୟ ସେବା ଯୋଜନା ଓ ତ୍ରିଲୋଚନ ନେତ୍ରାଳୟ, ସଂବଲପୁର ମିଳିତ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଯୋଜକ ଭାବେ ଡାଃ ସୁଶାନ୍ତ କୁମାର ପୂଜାରୀ ଓ ମୁଖ୍ୟ ଅତିଥି ଭାବେ କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ବଳିଷ୍ଠ ମେହେର ଯୋଗ ଦେଇ ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା ର ସଂଯୋଜକ ଦୀନେଶ କୁମାର ପ୍ରଧାନ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା, ଗଣ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ ପରିଚାଳନା ସହଯୋଗ କରିଥିଲେ। ଏହି ଅବସରରେ ୧୬୮ ଜଣ କଂ ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ୩୫ ଜଣ କୁଂ ଉଚ୍ଚତର ଚିକିତ୍ସା ପାଇଁ ତ୍ରିଲୋଚନ ନେତ୍ରାଲୟ, ସଂବଲପୁର ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *