ପୁରୀ : ଖୋଲିଲା ପୁରୀ ଶ୍ରୀମନ୍ଦିରର ଚାରି ଦ୍ବାର। ୪ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ବାରକୁ ଛାଡି ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ। କେବଳ ସେବକ ଓ ପରିବାର ସଦସ୍ୟଙ୍କ ପାଇଁ ନିୟମ କୋହଳ କରାଯାଇଛି। ସବୁ ଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି ସେବକ ପରିବାର।
Related Posts
ରେମଣ୍ଡା, ସୁନ୍ଦରୀଟିକରା ଠାରେ ସ୍ଵର୍ଗତ ବଂଶୀଧର ପ୍ରଧାନ କଂ ଶ୍ରୁତି ଉଦ୍ଦେଶ୍ଯ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ରେମଣ୍ଡା, ସୁନ୍ଦରୀଟିକରା ଠାରେ ସ୍ଵର୍ଗତ ବଂଶୀଧର ପ୍ରଧାନ କଂ ଶ୍ରୁତି ଉଦ୍ଦେଶ୍ଯ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – ୧୦,୧୧(ଭବାନୀ ଶଙ୍କର ପାଢ଼ୀ)…
ଟିକାବାଲି ବ୍ଲକ ରେ ବି ଜେ ପି ସାଂସଦ ଓ ବିଧାୟକ ପାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ଟିକାବାଲି ବ୍ଲକ ରେ ବି ଜେ ପି ସାଂସଦ ଓ ବିଧାୟକ ପାର୍ଥୀଙ୍କ ଶକ୍ତି ପ୍ରଦର୍ଶନ………………………………………. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି…
ରାକେଶପଙ୍କା ଗାଁରେ ୧୫୦ କୁଇ ଆଦିବାସୀ ପରିବାର ପାଣି ପାଇଁ ଡହଳବିକଳ
ରାକେଶପଙ୍କା ଗାଁରେ ୧୫୦ କୁଇ ଆଦିବାସୀ ପରିବାର ପାଣି ପାଇଁ ଡହଳବିକଳ ଆର,ଉଦୟଗିରି (ମନୋଜ କମାର ପାଢୀ/ଗଜପତି ଜିଲ୍ଲାରେ ଏବେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମସ୍ତ ଜଳ…