ସରକାରୀ SSD ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ସରକାରୀ SSD ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା -:ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ମଙ୍ଗଳ ବିଭାଗ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର (ପାପ )କାର୍ଯ୍ୟକ୍ରମ ସହିତ ଶହୀଦ ବିର୍ସା ମୁଣ୍ଡା ଙ୍କ 150 ତମ ଜନ୍ମ ଦିବସରେ ଅନୁଷ୍ଠିତ ହୋଇଥିବା” ଶହୀଦ ମାଧେ ସିଂ, ଶହୀଦ ଲକ୍ଷ୍ମଣ ନାୟକ, ଶହୀଦ ରତ୍ନା ନାୟକ, ଶହୀଦ ଦୋରା ବିଶୟି, ଶହୀଦ ଚକାର ବିଶୋଇ, ଶହୀଦ ରେଣ୍ଡା ମାଝି ଶହୀଦ ତମ ଦୋରା, ଶହୀଦ ଧାରଣୀ ଦୋରା ନାୟକ, ଶହୀଦ ବୀର ସୁରେନ୍ଦ୍ର ସାଏ, ଶହୀଦ ମାଦୀ କାଲେ, ଶହୀଦ ନିର୍ମଳ ମୁଣ୍ଡା ଙ୍କୁ ସମସ୍ତ ଅଭିଭାବକ ମାନେ ଏ ବୀର ପୁରଷ ମାନଂକୁ ଶ୍ରଦlଞ୍ଜଳି ଦେଇ ଆଜିର କାର୍ଯ୍ୟକ୍ରମ ଆଗକୁ ଆରମ୍ଭ କରାଗଲା ll ମଂଚାସୀନ ଅଥିତି ଶ୍ରୀ ଭାସ୍କର ଗମାଙ୍ଗ ପ୍ରଧାନ ଶିକ୍ଷକ, କୁନା ମାଝୀ, ବଳଭଦ୍ର ବାବୁ, ପ୍ରଦୀପ ଚୌଧୁରୀ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ରତ୍ନାଲୁ, ରୌଦ୍ର ବାଗ, ଆନଂଦ, ବାପା ମା ହେଲେ ପାଘୁଡ଼ା, କୈଳାସ ମାଳବିଶୋଇ , କେଶବ, ମଆସl, ଦୀନବନ୍ଧୁ, ଶ୍ରୀମତୀ ରଶବତୀ ମାଳବିଶୋଇ ଓ ମିମାରୀ ଟାଙ୍ଗରାଙ୍ଗା l ବୈଠକରେ ମଞ୍ଚାସିନ ଥିଲେ ll ଅଥିତି ବାପା ମା ପିଲାଙ୍କୁ ପାଠ ପଢିବା ପାଇଁ ପରାମର୍ଶ ଦେଲେ ll କୁନା ମାଝି ଅନ୍ତେବାସୀ ମାନଙ୍କର ଖାଦ୍ୟ ଉପରେ ସୂଚନା ଦେଲେ ଓ ବଳଭଦ୍ର ସାର ସରକାର ଙ୍କ ବିଭିନ୍ନ ବୃତ୍ତି ବିଷୟରେ କହିଲେ,ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ପିଲାମାନଙ୍କୁ କିପରି ଶୃଙ୍ଖଳା ରେ ରହିବେ ଏଥିପାଇଁ ବାପା ମାଙ୍କ ସାହାଯ୍ୟ ଦରକାର ଏସ ଏଡ଼ ଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ କହିଲେ ପିଲା ମାନଙ୍କ ଦାୟିତ୍ୱ ର ତଦାରଖ ପାଇଁ ରାତି ଅଧ୍ୟରେ ରେ ମଧ୍ୟ ହଷ୍ଟେଲ ବୁଲେ ll କେଉଁ ପିଲା ନ ଶୋଇ ନ ପାଠ ପଢି କଣ କରୁଛନ୍ତି ଦେଖି ଥାଏ ଓ ବିଭିନ୍ନ ପରିଚାଳନା ଓ ସରକାର ଙ୍କ ପିଲା ମାନଙ୍କ ପ୍ରତି କଣ ଦାୟିତ୍ୱ ନେଇଛନ୍ତି ତାହା ବୁଝେଇ କହି ଥିଲେ ll ବାପା ଦୀନବନ୍ଧୁ ବାପା ମାନଂକୁ ବହୁତ ଭଲ ଭାବେ ବୁଝେଇ ଥିଲେ ll ସ୍କୁଲ ର ପାଞ୍ଚ ଟି ଛାତ୍ର ଅଜୟ ପୀଡିକାକା ଦଶମ ସୁଶାନ୍ତ ଗୁମିଡେଙ୍ଗା ଦଶମ ଶିବ ଦିବକା ଦଶମ ଶ୍ରୀ ରିଫାନ ନାୟକ ଅଷ୍ଟମ ( ବିର୍ସା ମୁଣ୍ଡା ଙ୍କ ବିଷୟ ରେ ବୁଝେଇ ଥିଲେ )ପୃଥିବୀରାଜ ଅଷ୍ଟମ ଇତ୍ୟାଦି ସ୍କୁଲ ର ହଷ୍ଟେଲ ର ପାଠ ପଢା ର ବିଭିନ୍ନ ଅନୁଭୂତି ବାପା ମା ମାନଂକୁ ବୁଝାଇ କହି ଥିଲେ ll ବାପା ମା ମାନଙ୍କ ଭିତରେ ମିଜିକି ଚେୟରି ଖେଳ କରା ଯାଇ ଥିଲା ll ଶ୍ରୀ ଜୟବ ରୁକ୍ଷିଠାଙ୍ଗା ଅଷ୍ଟମ ନିଜ ଡାନ୍ସ ର ଭାବ ପ୍ରଦର୍ଶନ କରି ଥିଲେ ll ସବୁ ବାପା ମା ସରକାର ଙ୍କ ବିଭିନ୍ନ ବିଷୟ ଜାଣି ସନ୍ତୋଷ ପ୍ରକଶ ସହ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ ll ବାପା ମାଙ୍କ ପାଇଁ ଉତ୍ତମ ଭୋଜନ ବବ୍ୟସ୍ତl କରା ଯାଇ ଥିଲା ll ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ପ୍ରାୟ 300 ରୁ ଉର୍ଦ୍ଧ ବାପା ମାନଂକୁ ରୁଦ୍ର ବାଗ ଧନ୍ୟବାଦ ପ୍ରଦାନ କରି ଥିଲେ l ସେହିପରି ସରକାରୀ ଏସ ଏସ ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର (ପାପ ) କାର୍ଯ୍ୟକ୍ରମ ଅନୁଷ୍ଠିତ ପ୍ରିନସିପାଲ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ଶିକ୍ଷକ ଭୟରାମ ନାୟକ, ଶିକ୍ଷୟିତ୍ରୀ କବିତା ପାଲକା, ଲତା ପଲକିୟା, ଓ ମାନସି ଖୁରା ସହଯୋଗ କରିଥିଲେ l ନେହୁରପାଙ୍ଗା ମଙ୍ଗଳ ବିଭାଗ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ ଙ୍କ ନେତୃତ୍ୱ ରେ ଅଭିଭାବକ ଆମ ଅଂଶିଦାର (ପାପ )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ସେହି ପରି ଡାଙ୍ଗସୋରଡ଼ା ମଙ୍ଗଳ ବିଭାଗ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ , ରାଇବିଜି ମଙ୍ଗଳ ବିଭାଗ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନୁରାଧା ଲିଙ୍ଗମ, ହାକୁସପାଙ୍ଗା ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ପିପଳି ଓ ବୁଡୁବାଲି ଏସ ଏସ ଡି ବିଦ୍ୟାଳୟ ଠାରେ ମଧ୍ୟ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁତ ଅଭିଭାବକ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିଥିଲେ l ଉପସ୍ଥିତ ଅଭିଭାବକ ମାନଙ୍କୁ ଶିକ୍ଷକ ବୃନ୍ଦ ଧନ୍ୟବାଦ ଦେଇ ପାପ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଅଂଶିଦାର

Leave a Reply

Your email address will not be published. Required fields are marked *