ଭୁବନେଶ୍ଆଵର : ଅଧିକାଂଶ ଚାଷୀ କ୍ଷୁଦ୍ର ଓ ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ଭଲ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଈ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Related Posts
କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍ଘାଟିତ
କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍ଘାଟିତ ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ (CRC)ର…
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ; ୯୬.୦୭ ଛାତ୍ରଛାତ୍ରୀ ପାସ୍
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ; ୯୬.୦୭ ଛାତ୍ରଛାତ୍ରୀ ପାସ୍ କଟକ: କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ…
ଧୋକା ଖାଇଛି ଗୁଗୁଲ୍ ମ୍ୟାପ୍ ଠାରୁ!
ବନ ବିଭାଗ ସହାୟତାରେ ପୁଲିସ୍ ରାତି ୧୨ଟାରେ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି,…