ନଭେମ୍ବର ୨୧ରୁ ଧାନକିଣା

ନଭେମ୍ବର ୨୧ରୁ ଧାନକିଣା

ଭୁବନେଶ୍ୱର: ଓଡ଼ିଶାର ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନକିଣା।କୁଇଣ୍ଟାଲ ୩୧୦୦ ଟଙ୍କାରେ ଧାନ କିଣିବେ ରାଜ୍ୟ ସରକାର। ଧାନକିଣା ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ।ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ମିଳିବ।୪-୫ଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ।ମଣ୍ଡିରୁ ରାଇସ ମିଲ୍‌ ଯାଏ ଧାନ ଗାଡ଼ିର ଗତିବିଧି ନଜରରେ ରହିବ।

Leave a Reply

Your email address will not be published. Required fields are marked *