କର୍ମବୀର ବୃନ୍ଦାବନ ନାୟକଙ୍କ ଜୟନ୍ତୀ ଅବସରରେ ସାନ୍ ଏଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

କର୍ମବୀର ବୃନ୍ଦାବନ ନାୟକଙ୍କ ଜୟନ୍ତୀ ଅବସରରେ ସାନ୍ ଏଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗଞ୍ଜାମ:ହିଲ୍ ପାଟଣା ରୋଡ୍ ସ୍ଥିତ ଶ୍ରୀ ବିଜୁପଟନାୟକ ସଂସ୍କୃତ ଭବନରେ ସାନ ଆଣ୍ଡ ନୀଲ ଫାଉଣ୍ଡେସନ ବ୍ରହ୍ମପୁର ଏବଂ ଶଙ୍କର ଚକ୍ଷୁ ହସ୍ପିଟାଲ ହିଞ୍ଜିଲିକଟୁ ସହଯୋଗରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଡକ୍ଟର ଭଗବାନ୍ ଗନ୍ତାୟତ, ଅଧ୍ୟକ୍ଷ ଏସଏମଇଟି ଶିକ୍ଷାନୁଷ୍ଠାନ ତଥା ସାନ &ନୀଲ ଫୋୖଂଡେସନ ସଭାପତି ଶ୍ରୀ ପି. ଧର୍ମା ରାଓ, ଡ. K କିଶାନ କୁମାର ସାହୁ ଜ୍ୟୋତି ପ୍ରଜ୍ୱଳନ କରି ଶିବିର ଆରମ୍ଭ କରିଥିଲେ, ସମ୍ପାଦକ ଶ୍ରୀ ପି। ଦୀନେଶ କୁମାର, ଉପ ସଭାପତି ଶ୍ରୀ ଚିତ୍ତୀ ବାବୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସମେତ କସ୍ତୁରବା ନର୍ସିଂ କଲେଜର ଛାତ୍ର ଓ ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ୭୫ ଜଣଙ୍କ ଚକ୍ଷୁ ପରୀକ୍ଷା , ୨୧ ଜଣଙ୍କ ଇ ସିଂ ଜି ପରୀକ୍ଷା, ଫିଜିଓଥେରାପି ପରୀକ୍ଷା ୩୫ ଜଣଙ୍କ,ରକ୍ତ ଶର୍କରା ଏବଂ ରକ୍ତଚାପ ପରୀକ୍ଷା ୯୫ ଜଣଙ୍କ ମାଗଣାରେ ପୋରୀକ୍ଷା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଅଭିଜ୍ଞ ଡାକ୍ତର ବିଶେଷଜ୍ଞ ସ୍ବାସ୍ଥ୍ୟ ସେବା କର୍ମଚାରୀ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ।

Leave a Reply

Your email address will not be published. Required fields are marked *