ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା-କରପଡ଼ା ରାସ୍ତା କାଣ୍ଡେସର ଗ୍ରାମର ହରିଜନ ସାହି ନିକଟରେ ଆଜି ମଧ୍ୟାହ୍ନ ୧୨ଟାରେ ଏକ ଯାତ୍ରୀବାହୀ ଓ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, କାଣ୍ଡେସର ଗ୍ରାମର ସୀମାଞ୍ଚଳ ରେଡ୍ଡୀ (୪୯) ଓ କୁନ୍ତୀ ଗୌଡ଼ (୬୫)। ସୀମାଞ୍ଚଳ କୌଣସି କାମରେ ଦିଗପହଣ୍ଡି ଯାଇ ବାଇକ୍ରେ ଗାଁକୁ ଫେରିଥିଲେ। ଏହି ସମୟରେ ଗୋକର୍ଣ୍ଣପୁର ଛକରେ ବସ୍ ପାଇଁ ଅପେକ୍ଷା କରିଥିବା କୁନ୍ତୀଙ୍କୁ ସେ ଲିଫ୍ଟ୍ ଦେଇଥିଲେ।
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
*ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।* ଗଜପତି , ତା. ୨୨.୦୭.୨୦୨୪ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପୋତ୍ତାର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ…
ବାଲିଯାତ୍ରା ମହୋତ୍ସବ ର ସନ୍ଧ୍ୟା ରେ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ।
ବାଲିଯାତ୍ରା ମହୋତ୍ସବ ର ସନ୍ଧ୍ୟା ରେ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ। କଟକ:-ଉପର ଓ ମହାନଦୀ ପଠା ତଳ ପଡିଆରେ ମେଳିଛି ସହସ୍ରାଧିକ…
ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା
ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା ଗଜପତି ,(୨୩/୬/୨୦୨୪-: ନୁଆଗଡ ବ୍ଲକରେ ଅବାଧରେ ଚୋରା…